Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପ୍ଲାଷ୍ଟିକ ସର୍ଜରୀପାଇଁ ହଇରାଣ

    Share on :
    ajab-Image
    Date: Feb 20, 2021    Views: 3116


    ପ୍ରତ୍ୟେକ ମହିଳା ମାନେ ସୁନ୍ଦର ଦିଶିବା ପାଇଁ ଚାହାନ୍ତି  । ଏବଂ ସୁନ୍ଦର ତ୍ୱଚା ପାଇବା ପାଇଁ ମହିଳା ମାନେ ଅନେକ କିଛି ପରିଶ୍ରମ କରିଥାନ୍ତି  । ବଲିଉଡର ହିରୋଇନ୍ ମାନେ ଏହି ପ୍ରତିଯୋଗିତାରେ ସବୁ ବେଳେ ଆଗରେ ରହିଥାନ୍ତି  ।ଏମାନେ ସୁନ୍ଦର ଦେଖାଯିବା ପାଇଁ ଶରୀରରେ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ସର୍ଜରୀ କରିଥାନ୍ତି  । କିନ୍ତୁ ବେଳେ ବେଳେ ଏହା ଯୋଗୁଁ ସୁନ୍ଦର ଦେଖାଯିବା ପରିବର୍ତ୍ତେ ଅସୁନ୍ଦର ଦେଖାଯାଇଥାଆନ୍ତି  । 
    ଅନୁଷ୍କା ଶର୍ମା - ନ୍ୟାଚୁରାଲ ବିୟୁଟି କୁହାଯାଉଥିôବା ଅନୁଷ୍କା ଶର୍ମା ଗୋଟିଏ ଫିଲ୍ମ ପାଇଁ ତାଙ୍କ ମୁହଁରେ ପ୍ଲାଷ୍ଟିକ ସର୍ଜରୀ କରିଥିଲେ  । ଯାହା ଦ୍ୱାରା ତାଙ୍କ ଓଠ ବଡ ଦେଖାଯିବ  । ହେଲେ ଏହାକୁ ଦର୍ଶକ ଗ୍ରହଣ କରିନଥିଲେ  । ପରେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ୟ ଏକ ଅପରେସନ କରିଥିଲେ ଯାହା ପରେ ଫଳପ୍ରଦ ହୋଇଥିଲା  । 
    ଆୟେଶା ଟାକିଆ - ଖୁବ କମ ଦିନରେ ଦର୍ଶକଙ୍କ ମନରେ ବସିଥିବା ଆୟେଶା କିନ୍ତୁ ବେଶୀ ଦିନ ବଲିଉଡ୍ରେ ରାଜ୍ କରିପାରିନଥିଲେ  ।ଏହି ଅଦାକାରା ପ୍ଲାଷ୍ଟିକ ସର୍ଜରୀ କରି ନିଜର ଚେହେରାକୁ ଆହୁରୀ ସୁନ୍ଦର କରିବା ପାଇଁ ଚାହୁଁଥିଲେ ହେଲେ ଏହା ତାଙ୍କ ପାଇଁ ଖୁବ ଭାରି ପଡିଥିଲା  । ବିବାହ ପରେ ତାଙ୍କର ଏକ ଫଟୋ ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ହୋସ ଉଡିଯାଇଥଲା  । ଏଥିପାଇଁ ତାଙ୍କୁଖୁବ ଶୀଘ୍ର ବାୟ ବାୟ କରିବାକୁ ପଡିଥିଲା  ।
    ସାରାଖାନ୍ - ଟିଭି ସିରିୟଲ ଜରିଆରେ ଦର୍ଶକଙ୍କ ପାଖରେ ପହଞ୍ଚିଥିବା ଚୁଲବୁଲି ସାରାଙ୍କୁ ଦର୍ଶକ ଖୁବ ପସନ୍ଦ କରୁଥିଲେ   । ହେଲେ ସାରାଙ୍କ ପ୍ଲାଷ୍ଟିକ ସର୍ଜରୀ ପରେ ସାମ୍ନାକୁ ଆସିଥିବା ଫଟୋକୁ ଦେଖି ଚୁଲବୁଲି କହୁଥିବା ଦର୍ଶକ ହଠାତ୍ ଡରିଯାଇଥିଲେ  । 
    କୋଏନା ମିତ୍ର - ଅପନା ସପନା ମନି ମନି ରେ କୋଏନା ମିତ୍ରଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ  । ହେଲେ କୋଏନା ତାଙ୍କ ନାକ ଓ ଓଠର ଅପରେସନ ପରେ ତାଙ୍କୁ ଦର୍ଶକ ପସନ୍ଦ କରିନଥିଲେ ଏବଂ ତାଙ୍କୁ ବାଏ ବାଏ କରିବାକୁ ପଡିଥିଲା  । 

    Maximum 500 characters

    ବିଶେଷ View all

    Find Us on Facebook