Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    କେମିତି ବ୍ରଣରୁ ତ୍ରାହି ପାଇବେ ?

    Share on :
    ajab-Image
    Date: Nov 3, 2019    Views: 117

    ବ୍ରଣ ହୋଇଥିଲେ ବାରମ୍ବାର ତାହା ଉପରେ ହାତ ଲଗାନ୍ତୁ ନାହିଁ । ଏହା କାରଣରୁ ଦାଗ ହୋଇପାରେ ।

    ଅନ୍ୟ ଏକ ଉପାୟ ହେଉଛି ବ୍ରଣ ଉପରେ ବରଫ ବାରମ୍ବାର ଲଗାନ୍ତୁ । ବ୍ରଣକୁ ଶୀଘ୍ରଦବାଇବା କୁ ଚାହୁଁଥିଲେ, ଦିନରେ ଅତିକମରେ ୩୦-୪୦ ଥର ଉପଚାର କରିବା ଆବଶ୍ୟକ ।

    ଲେମ୍ବୁ ରସର ଚମକ୍ରାରୀ ତତ୍ତ୍ୱ ମଧ୍ୟ ବ୍ରଣରୁ ରକ୍ଷା କରେ । ଲେମ୍ବୁ ରସ ଲଗାଇ ୧୦ ମିନିଟ ପରେ ତ୍ୱଚା ଧୋଇନେବେ ।

    ଶୁଷ୍କ ମହୁ ତ୍ୱଚା ପାଇଁ ଆଣ୍ଟିସେପ୍ଟିକ ପରି କାମ କରିଥାଏ । ମହୁକୁ ଲଗାଇ ନଖ ଉଷୁମ ପାଣିରେ ୨୦ ମିନିଟ ପରେ ଧୋଇ ନିଅନ୍ତୁ । ମହୁରେ ଥିବା ତତ୍ତ୍ୱ କାରଣୁ ବ୍ରଣ ହୋଇନଥାଏ ।

    ତୁଳସୀ ପତ୍ରକୁ ଶୁଖାଇ ତାହାକୁ ଗୁଣ୍ଡ କରି ରଖନ୍ତୁ । ନିୟମିତ ତୁଳସୀ ପତ୍ର ଗୁଣ୍ଡ ୧ ଚାମଚ ଓ ମହୁ ମିଶାଇ ପ୍ୟାକ ଭଳି ତ୍ୱଚାରେ ଲଗାଇବେ । ବ୍ରଣ ଓ ଦାଗ ଉଭୟ ଦୂରେଇ ଯାଏ ।

    ଘି କୁଆାଁରୀ ମଧ୍ୟ ତ୍ୱଚା ଉପରେ ଉତ୍ତମ ପ୍ରଭାବ ପକାଇଥାଏ । ସପ୍ତାହରେ  ୨ ରୁ ୩ ଥର ଏହି ରସକୁ ଲଗାଇଲେ ବ୍ରଣରୁ ରକ୍ଷା ମିଳେ ।

     

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook