ମୁଖ୍ୟ ଖବର
ବାରମ୍ବାର ଏ ନେଇ ଗଣମାଧ୍ୟମ ଓ ସୋସିଆଲ ସାଇଟରେ ପ୍ରଚାର କରାଯିବା ସତ୍ତ୍ୱେ ଲୋକ ସଚେତନ ହେଉନାହାନ୍ତି । ନାମୀ ସ୍ମାର୍ଟଫୋନ କମ୍ପାନୀ ତରଫରୁ ପ୍ରଚାର କରାଯାଉଛି । ସେ ଫୋନ୍ର ବ୍ୟାଟେରି କମ୍ ଥିଲେ ବାର୍ତ୍ତାଳାପ କରନ୍ତୁ ନାହିଁ । ଏହା ମାନସିକ ରୋଗ ବଢ଼ାଇବା ସହ କର୍କଟ ରୋଗ ହେବାର ସମ୍ଭାବନା ସର୍ବାଧିକ । ଏଣୁ ସ୍ମାର୍ଟଫୋନ ବ୍ୟବହାରକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ଏପରିକି ବ୍ୟାଟେରି କମ୍ ଥିଲେ ସେଇ ସମୟରେ ସ୍କି୍ରନକୁ ବାରମ୍ବାର ଦେଖିଲେ ତାହା ଆଖି ଜ୍ୟୋତିକୁ ପ୍ରଭାବିତ କରେ । ଗତ ଜୁଲାଇ ମାସରେ ହୋଇଥିବା ସର୍ବେକ୍ଷଣ ଅନୁସାରେ ଏଇ ଫୋନ ବ୍ୟାଟେରୀ କମ କାରଣରୁ ଏବେ ଯୁବପିଢ଼ିଙ୍କ ମାନସିକ ଚାପ ଅଧିକ ପରିମାଣରେ ବଢ଼ୁଥିବାର ଦେଖାଯାଉଛି ।
Comments ସମସ୍ତ ମତାମତ