Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଗୋଟିଏ ପାରାର ଦାମ ଣୁଣିଲେ ଉଡ଼ିଯିବ ଆପଣଙ୍କ ହୋସ

    Share on :
    ajab-Image
    Date: Nov 21, 2020    Views: 3128

    ବେଲଜିୟମର ଏକ ପାରା ଭାରତୀୟ ମୁଦ୍ରାରେ ଏଗାର କୋଟି ଏଗାର ଲକ୍ଷ ଅଣାନବେ ହଜାର ଟଙ୍କାରେ ବିକି୍ର ହୋଇଯାଇଛି । ମାଈ ପାରାଟିର ବୟସ ଦୁଇ ବର୍ଷ । ଅନଲାଇନ ନିଲାମ ମାଧ୍ୟମରେ ପାରାଟିକୁ କିଣିଛନ୍ତି ଦକ୍ଷିଣ ଆଫି୍ରକାର ଜଣେ ପାରା ସଂଗ୍ରାହକ । ପାରାଟିର ନାମ ନିଉ କିମ । ନିଉ କିମର ବିଶେଷତ୍ୱ ଅନ୍ୟ ପାରାଙ୍କ ତୁଳନାରେ ଯଥେଷ୍ଟ ଅଧିକ ବେଗରେ ଉଡ଼ିପାରେ । ଅନ୍ତର୍ଜାତୀୟ ସ୍ତରେ ଅନୁଷ୍ଠିତ ଏକ ପାରା ଉଡ଼ା ପ୍ରତିଯୋଗିତାରେ ନିଉ କମ ନିଜର ସାମର୍ଥ୍ୟ ପ୍ରମାଣିତ କରିଛି । ତେବେ ତାର ନୂଆ ମାଲିକ, ତାକୁ ପ୍ରତିଯୋଗିତାକୁ ପଠାଇବେ ନାହିଁ: କେବଳ ପ୍ରଜନନ କାର୍ଯ୍ୟରେ ଲଗାଇବେ । ଦଳେ ନିରାପତ୍ତା ରକ୍ଷୀଙ୍କୁ ନିଉ କିମର ସୁରକ୍ଷା ଦାୟିତ୍ୱ ଦିଆଯାଇଛି । 

    Maximum 500 characters

    ବିଶେଷ View all

    Find Us on Facebook