Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅପମିଶ୍ରଣ: ପେଟ୍ରୋଲ ପମ୍ପ ସିଲ

    Share on :
    ajab-Image
    Date: Mar 4, 2021    Views: 3607

    ଭୁବନେଶ୍ୱର: ବରମୁଣ୍ଡାରେ ଏକ ପେଟ୍ରୋଲ ପମ୍ପ ସିଲ କରିଛି ପୋଲିସ । ଅପମିଶ୍ରଣ ଅଭିଯୋଗରେ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ପାଟିତୁଣ୍ଡ ପରେ ସିଲ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ଏକାଧିକ ଗ୍ରାହକ ଅଭିଯୋଗ ସହ ପାଟିତୁଣ୍ଡ କରିଥିଲେ । ଗତକାଲି ସନ୍ଧ୍ୟାରେ କିଛି ଗ୍ରାହକ ଏ ନେଇ ଅଭିଯୋଗ କରିଥିଲେ ।

    ପେଟ୍ରୋଲ ପକାଇବା ପରେ ଗାଡିରେ ପେଟ୍ରୋଲ ରହିନଥିଲା । ଏମିତି ହେବା ପରେ କିଛି ଗ୍ରାହକ ସେଠାରେ ଏକାଠି ହୋଇ ପାଟିତୁଣ୍ଡ କରି ଏନେଇ ଅଭିଯୋଗ ଆଣିଥିଲେ । ପରେ ପୋଲିସ ପେଟ୍ରୋଲ ପମ୍ପରେ ପହଂଚି ଆଜିୁ ତାକୁ ସିଲ୍ କରିଥିବା ସୂଚନା ମିଳିଛି ।

    Maximum 500 characters

    ତାଜା ଖବର View all

    Find Us on Facebook