Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ବନ୍ଦ ହେଲା ‘ପାଟଣାଗଡ଼’ ସ୍କ୍ରିନିଂ

    Share on :
    ajab-Image
    Date: Oct 29, 2019    Views: 131

    ଭୁବନେଶ୍ୱର: ଚର୍ଚ୍ଚିତ ଫିଲ୍ମ ‘ପାଟଣାଗଡ଼’କୁ ଏକ ବଡ଼ ଝଟକା ଲାଗିଛି ।  କୋଲକାତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ସ୍କ୍ରିନିଂରୁ   ‘ପାଟଣାଗଡ଼’କୁ ବାଦ ପଡ଼ିଛି ।  ଆୟୋଜକଙ୍କୁ ଲିଗାଲ ନୋଟିସ ମିଳିବାରେ  ପରେ  ‘ପାଟଣାଗଡ଼’କୁ ସ୍କ୍ରିନିଂରୁ ବାଦ ଦିଆଯାଇଛି ।  କ୍ଷତିଗ୍ରସ୍ତ ପରିବାର ଲିଗାଲ ନୋଟିସ ପଠାଇବାରୁ ସ୍କ୍ରିନିଂ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି । 

    Maximum 500 characters

    କଳା View all

    Find Us on Facebook