Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତଙ୍କିତ ହୁଅନ୍ତୁନି, ସାମାଜିକ ଦୂରତା ଅବଲମ୍ବନ ନକଲେ ଜିରୋ ଟୋଲେରାନ୍ସ :CMO

ଓଡ଼ିଶାରେ ପୁଣି 16ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଭୁବନେଶ୍ୱର ଅଂଚଳର ,ମୋଟ ହେଲା 39

14ରେ ନିଆଯିବ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି: ପିଟିଆଇ ସୂତ୍ରରୁ ପ୍ରକାଶ

ସୁନ୍ଦରପଦା ଅଂଚଳକୁ ସିଲ କଲା ବିଏମସି

ଭୁବନେଶ୍ୱରରେ ଆଉ 2 ପଜିଟିଭ ଚିହ୍ନଟ. ମୋଟ ହେଲା 23

ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ.8ରେ ସଟ ଡାଉନ ଉଠିବ, ଗହଳି କରିବେନି : ମୁଖ୍ୟ ଶାସନ ସଚିବ

ଭାରତରେ କରୋନା ମୃତ୍ୟୁ ସଂଖ୍ୟା 79କୁ ବୃଦ୍ଧି

କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ

କଟକ କେଶବପୁରରେ ପୁଲିସ ଉପରକୁ ଢେଲା ପଥର ମାଡ

banner

କଳା

ମୁଖ୍ୟ ଖବର

    ପରିଣିତିଙ୍କ ଡାଏଟ୍

    Share on :
    ajab-Image
    Date: Nov 16, 2019    Views: 118


    ଆଗାମୀ ଚଳଚ୍ଚିତ୍ରରେ ସାଇନା ନେହୱାଲ୍ ବାଇଓପିକ୍ ପାଇଁ କଠିନ ପରିଶ୍ରମ କରୁଛନ୍ତି ପରିଣିତି ଚୋପ୍ରା । ଆଗାମୀ ୩ ମାସ ମଧ୍ୟରେ ତାଙ୍କ ଚଳଚ୍ଚିତ୍ରର ସୁଟିଂ ଶେଷ ହେବ । ଗତ କିଛି ଦିନ ହେଲା, ପରୀ ଦିନରାତି ଷ୍ଟାଡିୟମରେ ରହୁଛନ୍ତି । ସୁଟିଂ ପାଇଁ ଏତେ ସବୁ କଷ୍ଟ ସେ ବିନା ଦ୍ୱିଧାରେ ଗ୍ରହଣ କରୁଥିବା କହିଛନ୍ତି ପରିଣିତି ଚୋପ୍ରା । ଗତ ଦେଢ଼ ବର୍ଷ ହେଲାଣି ଏଇ ଚରିତ୍ର ପାଇଁ ସେ ନିଜ ଡାଏଟକୁ ପାଳନ କରୁଥିବାର ପ୍ରକାଶ । ଆମିଷ ବ୍ୟଞ୍ଜନ ପ୍ରିୟ ଏଇ ସୁନ୍ଦରୀ ଏବେ କେବଳ ଗି୍ରଇଡ ମାଛ ଖାଇ ରହୁଛନ୍ତି । ଜଙ୍କଫୁଡ଼ ଓ ଫାଷ୍ଟଫୁଡ ସେ ପୂର୍ବରୁ ସପ୍ତାହରେ ୨ ଥର ଖାଉଥିଲେ । ଦେଢ଼ ବର୍ଷ ହେଲା ସେସବୁ ଖାଦ୍ୟ ଦେଖିନାହାନ୍ତି । ପରିବା ସିଝା ଓ ରୁଟିରେ ତାଙ୍କ ଦିନର ଆରମ୍ଭ ଓ ଶେଷ ହେଉଛି । ଏହା ସହ ସେ କସରତ ମଧ୍ୟ ଖୁବ ଅଧିକ କରିବାକୁ ପଡ଼ୁଛି ତାଙ୍କୁ । ନିଜ ପରିଶ୍ରମର ଫଳ ନିଶ୍ଚୟ ପାଇବେ ବୋଲି ପରୀଙ୍କ ଆଶା ।

     

    Maximum 500 characters

    କଳା View all

    Find Us on Facebook