Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଦେବମୂର୍ତ୍ତିକୁ ପରିକ୍ରମା କଲେ କ’ଣ ଫଳ ମିଳେ?

    Share on :
    ajab-Image
    Date: Feb 13, 2020    Views: 3035

    ପ୍ରସ୍ତୁତି - ହରପ୍ରିୟା ପୃଷ୍ଟି । ମନ୍ଦିରରେ ଯେଉଁ ସ୍ଥାନରେ ବିଧି ମୁତାବକ ପ୍ରାଣ ପ୍ରତିଷ୍ଠିତ ଦେବୀ ଦେବତାଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ଥାଏ,ସେଇ ସ୍ଥାନର ମଧ୍ୟ ବିନ୍ଦୁରୁ କିଛି ମିଟର ଦୁର ପଯ୍ୟନ୍ତ ଐଶୀ ଶକ୍ତିର ଦିବ୍ୟପ୍ରଭାବ ରହିଥାଏ । ଏଣୁ ମନ୍ଦିରରେ ପ୍ରତିଷ୍ଠିତ ଦେବୀ ଦେବତାଙ୍କ ମୂର୍ତ୍ତିକୁ ପାଖରୁ ପରିକ୍ରମା କଲେ ଆମକୁ ଅନ୍ତର୍ନିହିତ ଶକ୍ତି ମିଳିଥାଏ । ଦୈବ ଶକ୍ତିଙ୍କ ଆଭା ମଣ୍ଡଳରେ ଦକ୍ଷିଣା ବର୍ତ୍ତି ହୋଇଥାଏ । ତେଣୁ ଡାହାଣ ପଟୁ ସର୍ବଦା ପରିକ୍ରମା ଆବଶ୍ୟକ । ପ୍ରତିମାର ଶକ୍ତିକୁ ଯେତେ ଅଧିକ ପରିକ୍ରମା କରାଯିବ ସେତେ ଲାଭ ଦାୟକ ହେବ । ବାମାବର୍ତ୍ତି ପରିକ୍ରମାରେ ଭକ୍ତର କ୍ଷତି ହୁଏ । କାରଣ ଦୈବ ଶତ୍ତି ସହିତ ଆମର ଅନ୍ତର୍ନିହିତ ଶକ୍ତିର ସଂଘର୍ଷ ଘଟିଥାଏ । ଯେଉଁ ଦେବୀ ଦେବତାଙ୍କୁ ପରିକ୍ରମା କରାଯିବ ତାଙ୍କରି ମନ୍ତ୍୍ର ଜପ କରୁ କରୁ ପରିକ୍ରମା କରିବା ଆବଶ୍ୟକ । ଖାଲି ପାଦରେ ପରିକ୍ରମା କରିବା ଆବଶ୍ୟକ । 

    Maximum 500 characters

    ସଂସ୍କୃତି View all

    Find Us on Facebook