Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଏସସିବିରେ ୫-ଟି ସଚିବ ଭି.କେ ପାଣ୍ଡିଆନ

    Share on :
    ajab-Image
    Date: Jan 22, 2020    Views: 3318

     ଭୁବନେଶ୍ୱର: ପାହାନ୍ତିଆରେ କଟକ ବଡ ମେଡିକାଲରେ  ୫-ଟି ସଚିବ ଭି.କେ ପାଣ୍ଡିଆନ । କଟକ ଏସସିବି ମେଡିକାଲ ସହ ଏସସିବିର ଦ୍ୱିତୀୟ କ୍ୟାମ୍ପସ ପ୍ରସ୍ତାବିତ ଅଞ୍ଚଳ ମହାନଦୀର ହାଡିଆ ପଠା ଓ ସିସୋର ପଠା ପରିଦର୍ଶନ କରିଛନ୍ତି ପାଣ୍ଡିଆନ । ପୂର୍ବଥର ଭଳି ଏଥର ମଧ୍ୟ ବଡି ଭୋରରୁ ବଡ ମେଡିକାଲରେ ପହଞ୍ଚିଥିଲେ ପାଣ୍ଡିଆନ । ଭୋର ପାଖାପାଖି ୫ଟା ସମୟରେ ଏସସିବିରେ ପହଞ୍ଚି ବିଭିନ୍ନ କାର୍ୟ୍ୟକ୍ରମର ସ୍ଥିତି ପରିଖିଥିଲେ ପାଣ୍ଡିଆନ ।

    କଟକ ବଡ଼ ଡାକ୍ତରଖାନାରୁ ବାହାରି ମେରିଟାଇମ ମ୍ୟୁଜିୟମରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ପଠା ଅନୁଧ୍ୟାନ କରିଥିଲେ ପାଣ୍ଡିଆନ୍‌ । ଏହି ବୈଠକରେ ୫-ଟି ସଚିବଙ୍କ ସହ ଜଳ ସମ୍ପଦ ବିଭାଗର ଉଚ୍ଚ ଅଧିକାରୀ ଓ ଆର୍‌ଡିସି ମଧ୍ୟ ଉପସ୍ଥିତ ଥିଲେ । ମହାନଦୀ ହାଡିଆ ପଠାରେ କଟକ ଜିଲ୍ଲାପାଳ, ପୋଲିସ୍‌ କମିସନରଙ୍କ ସହ କଟକ ଡିସିପି ମଧ୍ୟ ଉପସ୍ଥିତ ଥିଲେ ।
    ଏହାପୂର୍ବରୁ ଗତ ୬ ନଭେମ୍ବର ୨୦୧୯ରେ ମଧ୍ୟ ବଡି ଭୋରରୁ କଟକ ବଡ ମେଡିକାଲ ଗସ୍ତ କରିଥିଲେ ପାଣ୍ଡିଆନ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook