ମୁଖ୍ୟ ଖବର
କୋଲକାତା: ପଶ୍ଚିମବଙ୍ଗରେ ବିଜେପି ଯୁବ ମୋର୍ଚ୍ଚାର ଜଣେ ନେତ୍ରୀ ନିଷିଦ୍ଧ ନିଶାଦ୍ରବ୍ୟ ସହ ଗିରଫ ହେବା ଘଟଣା ଦଳ ପାଇଁ ଅଡ଼ୁଆ ବଢ଼ାଇଛି । ନୁ୍ୟ ଆଲିପୁରରୁ ବିଜେପି ମହିଳା ମୋର୍ଚ୍ଚା ପର୍ଯ୍ୟବେକ୍ଷକ ତଥା ହୁଗୁଳି ଜିଲ୍ଲା ମହାସଚିବ ପାମେଲା ଗୋସ୍ୱାମୀଙ୍କ କାର୍ ଭିତରୁ ପୁଲିସ ଲକ୍ଷାଧିକ ଟଙ୍କାର କୋକିନ୍ ଜବତ କରିବା ସହ ତାଙ୍କୁ ଗିରଫ କରିଛି । ପାମେଲା ଡ୍ରଗ୍ସ କାରବାରରେ ଜଡ଼ିତ ଥିବା ଖବର ବହୁ ଦିନରୁ ପୁଲିସ ନିକଟରେ ଥିଲା ।
Comments ସମସ୍ତ ମତାମତ