Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପାକିସ୍ତାନରେ ଆତଙ୍କୀ ଆକ୍ରମଣ, ୧୧ ନିହତ

    Share on :
    ajab-Image
    Date: Jun 30, 2020    Views: 3939

    କରାଚୀ : ପାକିସ୍ତାନର ବନ୍ଦରନଗରର କରାଚୀରେ ଥିବା ଦେଶର ସର୍ବବୃହତ ତଥା ପୁରୁଣା ଷ୍ଟକ ଏକ୍ସଚେଞ୍ଜ ଉପରେ ଆତଙ୍କୀ ଆକ୍ରମଣ ଘଟିଛି । ଏଥିରେ ୪ ଆତଙ୍କବାଦୀଙ୍କ ସମେତ ୧୧ ଜଣ ପ୍ରାଣ ହରାଇଥିଲା ବେଳେ ଅନ୍ୟ ୭ ଜଣ ଆହତ ହୋଇଛି ।

    ସୂଚନା ଅନୁସାରେ ପୂର୍ବାହ୍ନ ୧୦ଟା ବେଳେ ୪ ଜଣ ଆତଙ୍କବାଦୀ ଏକ କାରରେ ଆସିଥିଲେ । ସେମାନେ ପାର୍କିଂ ଅଞ୍ଚଳରେ ଗାଫି ରଖି ଚାଲି ଚାଲି ଆସି କଡ଼ା ସୁରକ୍ଷା ବଳୟରେ ଥିବା ଷ୍ଟକ ଏକ୍ସଚେଞ୍ଜ କ୍ୟାମ୍ପସ ଭିତରକୁ ପ୍ରବେଶ ଉଦ୍ୟମ କରିଥିଲେ । କିନ୍ତୁ ଗେଟରେ ଥିବା ସୁରକ୍ଷାକର୍ମୀ ସେମାନଙ୍କ ଉଦ୍ୟମକୁ ପଣ୍ଡ କରିଥିଲେ । ଫଳରେ ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ମାଡ଼ କରିଥିଲେ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook