Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

ସଂସ୍କୃତି

ମୁଖ୍ୟ ଖବର

    ଓଁ ର ମାହାତ୍ମ୍ୟ କଣ?କଣ ଫଳ ମିଳେ?

    Share on :
    ajab-Image
    Date: Feb 5, 2020    Views: 3092

    “ଓଁ’’ସନାତନ ହିନ୍ଦୁଧର୍ମ ପ୍ରତୀକ । ଏହା ମଙ୍ଗଳର ଆବାହନି ଏବଂ ସମସ୍ତ ଅନିଷ୍ଟ ଓ ଅମଙ୍ଗଳ ବିନାଶକ । ଧାର୍ମିକ କ୍ଷେତ୍ରରେ “ଓଁ’’ ଖୁବ୍ ଗୁରୁତ୍ୱପୂର୍ଣ ।ଏହାର ଉଚ୍ଚାରଣରେ ମାନସିକ ଚେତନା ଜାଗ୍ରତ ହୋଇଥାଏ । ଶକ୍ତି,ଶାନ୍ତି,ଓ ଜାଗ୍ରତର ପ୍ରତୀକ “ଓଁ” । “ଓଁ” ଅର୍ଥ ସର୍ବକାର୍ଯେ୍ୟଷୁ ସର୍ବଦା ।
    ମନ୍ତ୍ରର ଆଦ୍ୟ ଉଚ୍ଚାରଣ ଓଁ ।
    ପୂଜା ସ୍ଥଳରେ, ଯାନରେ, ଘରର ମୁଖ୍ୟ ଦ୍ୱାରରେ ଓଁ ଚିତ୍ର ଲଗାଯାଇଥାଏ ।
    ମାନସିକ ଶାନ୍ତି ମିଳେ ।
    ଶାରୀରିକ ବିକାଶ ସାଧିତ ହୋଇଥାଏ ।
    ଓଁ ଉଚ୍ଚାରଣରେ ସମସ୍ତ ପାପ ନାଶ ହୁଏ ।
    ଧାତୁ ନିର୍ମିତ ଓଁକୁ ଏକ ଲାଲ୍ ସୂତାରେ ବାନ୍ଧି ଏହାର ତଳେ ଘଂଟି ଲଗାଇ ରଖିଲେ ଶୁଭ ମିଳିଥାଏ ।
    ସବୁବେଳେ ପାଖରେ ଓଁ ରଖିଲେ ଏବଂ ଉଚ୍ଚାରଣ କଲେ ପ୍ରତିଟି କାର୍ଯ୍ୟ ବିନା ବାଧାରେ ହୋଇ ଥାଏ ।

    ପ୍ରସ୍ତୁତି : ହରପ୍ରିୟା ପୃଷ୍ଟି

    Maximum 500 characters

    ସଂସ୍କୃତି View all

    Find Us on Facebook