Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କାହିଁକି ଆକାଶଛୁଆଁ ହୋଇଛି ତେଲ ଦର, ଜାଣନ୍ତୁ ଭିତିରି କଥା

    Share on :
    ajab-Image
    Date: Feb 23, 2021    Views: 4400

    ଭୁବନେଶ୍ୱର : ତେଲ ଦର ଖାଉଟିକୁ ବେଶ ବାଧୁଛି  । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଥିଲେବି ଦେଶରେ କିନ୍ତୁ ଦର ବହୁ ମହଙ୍ଗା ରହିଛି । ତେବେ କାହିଁକି ତେଲ ଦର ଆକାଶଛୁଆଁ ହୋଇଛି ସେନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତଥ୍ୟ ରଖିଛନ୍ତି । ଅପରପକ୍ଷରେ ଭୁବନେଶ୍ୱରରେ କିନ୍ତୁ ଅନ୍ୟ କେତେକ ସହର ଅପେକ୍ଷା ତେଲ ଦର କମ ରହିଛି  ।

    ପେଟ୍ରୋଲ
    ପେଟ୍ରୋଲର ମୂଳ ଦର ୩୩ ଟଙ୍କା ୬୮ ପଇସା
    କେନ୍ଦ୍ରୀୟ ଉପôାଦ ଶୁଳ୍କ ୧ ଟଙ୍କା ୪୦ ପଇସା
    ଅତିରିକ୍ତ ଉପôାଦ ଶୁଳ୍କ ୧୧ ଟଙ୍କା
    ଭିତିଭୂମି ସେସ ୧୮ ଟଙ୍କା
    କୃଷି ଭିତିଭୂମି ବିକାଶ ସେସ ୨ ଟଙ୍କା ୫୦ ପଇସା
    ରାଜ୍ୟ ସରକାରଙ୍କ ଭାଟ ୨୧ ଟଙ୍କା ୪୦ ପଇସା

    ଡିଜେଲ
    ଡିଜେଲର ମୂଳ ଦର ୩୫ ଟଙ୍କା ୪୩ ପଇସା
    ମୂଳ ଉପôାଦ ଶୁଳ୍କ ୧ ଟଙ୍କା ୮୦ ପଇସା
    ଅତିରିକ୍ତ ଉପôାଦ ଶୁଳ୍କ ୮ ଟଙ୍କା
    ଭିତିଭୂମି ସେସ ୧୮ ଟଙ୍କା
    କୃଷି ଭିତିଭୂମି ବିକାଶ ସେସ ୪ ଟଙ୍କା
    ରାଜ୍ୟ ସରକାରଙ୍କ ଭାଟ ୧୮ ଟଙ୍କା ୯୦ ପଇସା

    Maximum 500 characters

    ତାଜା ଖବର View all

    Find Us on Facebook