ମୁଖ୍ୟ ଖବର
ଭୁବନେଶ୍ୱର : ତେଲ ଦର ଖାଉଟିକୁ ବେଶ ବାଧୁଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଥିଲେବି ଦେଶରେ କିନ୍ତୁ ଦର ବହୁ ମହଙ୍ଗା ରହିଛି । ତେବେ କାହିଁକି ତେଲ ଦର ଆକାଶଛୁଆଁ ହୋଇଛି ସେନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତଥ୍ୟ ରଖିଛନ୍ତି । ଅପରପକ୍ଷରେ ଭୁବନେଶ୍ୱରରେ କିନ୍ତୁ ଅନ୍ୟ କେତେକ ସହର ଅପେକ୍ଷା ତେଲ ଦର କମ ରହିଛି ।
ପେଟ୍ରୋଲ
ପେଟ୍ରୋଲର ମୂଳ ଦର ୩୩ ଟଙ୍କା ୬୮ ପଇସା
କେନ୍ଦ୍ରୀୟ ଉପôାଦ ଶୁଳ୍କ ୧ ଟଙ୍କା ୪୦ ପଇସା
ଅତିରିକ୍ତ ଉପôାଦ ଶୁଳ୍କ ୧୧ ଟଙ୍କା
ଭିତିଭୂମି ସେସ ୧୮ ଟଙ୍କା
କୃଷି ଭିତିଭୂମି ବିକାଶ ସେସ ୨ ଟଙ୍କା ୫୦ ପଇସା
ରାଜ୍ୟ ସରକାରଙ୍କ ଭାଟ ୨୧ ଟଙ୍କା ୪୦ ପଇସା
ଡିଜେଲ
ଡିଜେଲର ମୂଳ ଦର ୩୫ ଟଙ୍କା ୪୩ ପଇସା
ମୂଳ ଉପôାଦ ଶୁଳ୍କ ୧ ଟଙ୍କା ୮୦ ପଇସା
ଅତିରିକ୍ତ ଉପôାଦ ଶୁଳ୍କ ୮ ଟଙ୍କା
ଭିତିଭୂମି ସେସ ୧୮ ଟଙ୍କା
କୃଷି ଭିତିଭୂମି ବିକାଶ ସେସ ୪ ଟଙ୍କା
ରାଜ୍ୟ ସରକାରଙ୍କ ଭାଟ ୧୮ ଟଙ୍କା ୯୦ ପଇସା
Comments ସମସ୍ତ ମତାମତ