Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଟ୍ୱିନ୍ ସିଟିରେ ଦେଢ଼ଘଣ୍ଟା ଧରି ପ୍ରବଳ ବର୍ଷିଲା

ଓଡିଶା ଫେରିଲେ କେରଳରେ ଫସିରହିଥିବା ୧୬୯ ଓଡିଆ ଝିଅ

ଆଜିଠାରୁ ପୁଣି ଥରେ ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ

ଆଠଗଡ :ପୁଅକୁ ମାରି ବାଡି ପଛ ପଟେ ପୋତି ଦେଇଥିଲା ବାପା

ପୁଣି ୬୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି

banner

କଳା

ମୁଖ୍ୟ ଖବର

    ହଟ୍ କହୁଛନ୍ତି ଫ୍ୟାନ୍

    Share on :
    ajab-Image
    Date: Nov 9, 2019    Views: 185

    ବଲିଉଡ଼ରେ କ୍ୟାରିୟରର ସବୁଠୁ ସୁନ୍ଦର ସମୟ ଦେଇ ଗତି କରୁଛନ୍ତି ନୋରା ଫତେହି । ଗୋଟିଏ ପରେ ଗୋଟିଏ ସୁପରହିଟ ଆଇଠମ ନମ୍ବର ସାଙ୍ଗକୁ ନିଜର ପ୍ରଦର୍ଶନ ପାଇଁ ଇଣ୍ଡଷ୍ଟି୍ରର ନାମୀ ନାୟିକାଙ୍କ ତାଲିକାରେ ସେ ସାମିଲ ହୋଇଛନ୍ତି । ସୋସିଆଲ ମିଡିଆରେ ନୂଆ ନୂଆ ଫଟୋ ଶେୟାର କରି ଫ୍ୟାନଙ୍କୁ ହାତମୁଠାରେ ରଖିଛନ୍ତି ଏହି ସୁନ୍ଦରୀ । ଇନଷ୍ଟାଗ୍ରାମରେ ତାଙ୍କର ୮୦ ଲକ୍ଷ ପ୍ରଶଂସକ ହୋଇଗଲେଣି । ପ୍ରୋଫାଇଲରେ ତାଙ୍କ ଫଟୋସୁଟ କାର୍ଯ୍ୟକ୍ରମ, ବୁଲାବୁଲି ଆଦି ଯେତେ ଫଟୋ ରହିଛି, ସବୁଗୁଡ଼ିକୁ ଦେଖିଲେ ଯେ କେହି କହିବ ଯେ ନୋରା ଇଣ୍ଡଷ୍ଟି୍ରର ଜଣେ ସୁପରହିଟ୍ ନାୟିକା । ଦିନକ ତଳେ ସେ ନିଜର ଆଉ ଏକ ଫଟୋ ଶେୟାର କରିଛନ୍ତି । ଫଟୋ ଅପରୋଡ଼ କରିବା ମାତ୍ରେ ଚୁମ୍ବନ, ହୃଦୟ, ପରା ଆଦି ଇମୋଜି ଦ୍ୱାରା ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଫ୍ୟାନ୍ । ଜଣେ ୟୁଜର ତାଙ୍କ ଫଟୋ ତଳେ ‘ହଟି’ ଲେଖି ପୋଷ୍ଟ କରିଛନ୍ତି । ଆଉ ଜଣେ ସୁନ୍ଦରୀ ଏବଂ ଅନ୍ୟ ଜଣେ ଗର୍ଜିୟସ ଲେଖିଛନ୍ତି । ଏମିତି କେତେ କଣ ଲେଖି ସୋସିଆଲ ମିଡିଆ ୟୁଜର ତାଙ୍କୁ ପ୍ରଶଂସା କରୁଛନ୍ତି । ନୋରାଙ୍କ ଅପକମିଂ ପ୍ରୋଜେକ୍ଟରେ ଅଛି ରେମା ଡି ସୌଜାଙ୍କ ନୃତ୍ୟଭିତ୍ତିକ ଫିଲ୍ମ ‘ଷ୍ଟି୍ରଟ୍ ଡ୍ୟାନ୍ସର ୩ଜି’ । ତାଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ବରୁଣ ଧୱନ ଓ ଶ୍ରଦ୍ଧା କପୁର । ଅପରିକ୍ଷିତ ଖୁରାନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଆସନ୍ତା ଜାନୁଆରୀରେ ଏଇଟି ମୁକ୍ତିଲାଭ କରିବ ।

    Maximum 500 characters

    କଳା View all

    Find Us on Facebook