Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟରେ ଆଉ ବର୍ଷା ସମ୍ଭାବନା ନାହିଁ

    Share on :
    ajab-Image
    Date: Feb 21, 2021    Views: 4005

    ଭୁବନେଶ୍ୱର:: ରାଜ୍ୟରେ ଆଉ ବର୍ଷା ସମ୍ଭାବନା ନାହିଁ  ।ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ  ଏଭଳି ପୂର୍ବାନୁମାନ କରିଛନ୍ତି । ଆକାଶରୁ ହଟିଯିବ ମେଘୁଆ ବାଦଲ । ଫିଟିବ ପାଗ । 

    ସୂଚନାନୁସାରେ, ରାଜ୍ୟରେ ୨/୩ ଦିନ ହେବ ପାଗ ମେଘୁଆ ରହୁଥିଲା । କେତେକ ସ୍ଥାନରେ ବର୍ଷା ବି ହୋଇଛି । ଶନିବାର ଉପକୂଳ ଓଡ଼ିଶାରେ ପାଗ ମେଘୁଆ ଓ କୋହଲା ଥିଲା । ହାଲୁକା ବର୍ଷା ଛିଞ୍ଚିଥିଲା । ଅନେକ ଜାଗାରେ ଦିନ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ୍ ତଳେ ଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook