Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ଜେରା ପରେ ଏହା କହିଲେ ଶ୍ରଦ୍ଧା

    Share on :
    ajab-Image
    Date: Sep 26, 2020    Views: 5113

    ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାରେ ବଲିଉଡ଼ର  ଡ୍ରଗ୍ସ ଲିଙ୍କକୁ ନେଇ ଏନସିବି ଜେରା ଜାରି ରଖିଥିବାବେଳେ ଆଜି ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ଜାରି ଚାଲିଛି  । ଶ୍ରଦ୍ଧାଙ୍କୁ ଏନସିବି ଜୋନାଲ ଅଫିସରେ ତିନି ମହିଳା ଅଧିକାରୀଙ୍କ ସମେତ ୬ ଅଫିସର ଜେରା କରୁଛନ୍ତି  । ଜେରାପୂର୍ବରୁ ଶ୍ରଦ୍ଧାଙ୍କୁ ତାଙ୍କ ଫୋନ ରୁମ ବାହାର କ୍ୟାବିନରେ ରଖିବାକୁ କୁହାଯାଇଥିଲା  । ତେବେ ଶ୍ରଦ୍ଧା ଡ୍ରଗ୍ସ ନେଉନଥିବା ଏନସିବିକୁ କହିଥିଲେ  । ତେବେ ଛିଛୋରେ ଫିଲ୍ମ ରିଲିଜ ପରେ ପାବନା ଫାର୍ମ ହାଉସରେ ଏକ ପାର୍ଟି ହୋଇଥିଲା  । ଏହି ପାର୍ଟିରେ ଯୋଗଦେବା ଲାଗି  ସେ ଦ୍ୱିପ୍ରହର ୩ଟାରେ ପହଞ୍ଚôଥିଲେ  । ଏହାପରେ ବିଳମ୍ବିତ ରାତ୍ରି ଯାଏ ପାର୍ଟି ଚାଲିଥିଲା । ହେଲେ ଏହି ପାର୍ଟିରେ ସେ କୌଣସି ପ୍ରକାର ଡ୍ରଗ୍ସ ବ୍ୟବହାର କରିନଥିଲେ  । ସେ ଆହୁରି ମଧ୍ୟ କହିଥିଲେ ଯେ, କେବେ କେବେ ସୁଶାନ୍ତ ସୁଟିଂ ସେଟରେ ଡ୍ରଗ୍ସ ନେଉଥିବା ସେ ଦେଖିଛନ୍ତି  । ମାତ୍ର ଚାର୍ଟ ବିଷୟରେ ସେ କିଛି ମୁହଁ ଖୋଲିନଥିଲେ  । ସେହିପରି ଦୀପିକାଙ୍କୁ ପ୍ରାୟ ସମୟ ଧରି ଏକାକି ଜେରା କରାଯିବା ପରେ ତାଙ୍କୁ କରୀଶ୍ମାଙ୍କ ସହ ଜେରା କରାଯାଇଛି  । ପ୍ରଥମେ ଡ୍ରଗ୍ସ କଥା ମାନୁନଥିବାବେଳେ ପରେ ସେ ମାନିଥିଲେ ସେ ଡ୍ରଗ୍ସ ହ୍ୱାଟସଅପ ଗ୍ରୁପରେ ସେ ଆଡମିନ ଥିଲେ  । ଡ୍ରଗ୍ସ ନୁହେଁ କେବେ କେବେ ସିଗାରେଟ ବ୍ୟବହାର କରନ୍ତି  । 

    Maximum 500 characters

    ସିନେମା View all

    Find Us on Facebook