Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜେରା ହେଲେ ଜୟା: ଫେରିଲେ ଶ୍ରୁତି

    Share on :
    ajab-Image
    Date: Sep 16, 2020    Views: 3914

    ନୂଆଦିଲ୍ଲୀ: ସୁଶାନ୍ତଙ୍କ ମୃତୁ୍ୟ ମାମଲା ସହିତ ଡ୍ରଗ୍ସ କନେକ୍ସନକୁ ନେଇ ଏନସିବି, ସିବିଆଇ, ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ତଦନ୍ତ କରୁଥିବାବେଳେ ବୁଧବାର ଏନସିବି ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି ଓ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହାଙ୍କୁ ନୋଟିସ ପଠାଇଥିଲେ  ।  ତେବେ କେବଳ ସାହାଙ୍କୁ ଜେରା କରାଯାଇଥିବାବେଳେ ଟିମର  ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି  । ଯାହାଫଳରେ  ଜେରା ହେବାକୁ ଥିବା ଶ୍ରୁତି ମୋଦିଙ୍କୁ ଘରକୁ ପଠାଇଦିଆଯାଇଛି   । ସୁଶାନ୍ତଙ୍କୁ ଡ୍ରଗ୍ସ ଦେବା ଘଟଣାରେ ରିୟାଙ୍କ ଭୂମିକା ଓ ନିଶା କାରବାରରେ ଲମ୍ବିଥିବା ଚେର ବିଷୟରେ  ଜୟା- ଶ୍ରୁତି  ଉଭୟଙ୍କୁ 
    ସେହିପରି ସୁଶାନ୍ତଙ୍କ ମୃତ ଶରୀର ଦେଖିବାକୁ ଶବଗୃହରେ ରିୟାଙ୍କ ଅନୁମତିକୁ ନେଇ ନାନା ଆଲୋଚନା ହେଉଥିଲା  ।  ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ପାଖେ ମାମଲା ରୁଜୁ ହୋଇଥିଲା  । ତେବେ ସୁଶାନ୍ତଙ୍କ ଶବ ଦେଖାଇବା ବେଳେ ସମସ୍ତ ପ୍ରକାର ପ୍ରୋଟୋକଲକୁ ଅନୁସରଣ କରାଯାଇଥିଲା  । ଏନେଇ ଏହି ମାମଲାରେ କୌଣସି ବେଞ୍ଚ ଗଠନ କରାନଯାଇ ମାମଲାକୁ ଖାରଜ କରିଦିଆଯାଇଥିବା ଏସଏଚଆରସି ପକ୍ଷରୁ କୁହାଯାଇଛି  । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook