Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଏନବିଏଫସି ପାଇଁ ୪୫ ହଜାର କୋଟିର କ୍ରେଡ଼ିଟ ଗ୍ୟାରେଂଟି

    Share on :
    ajab-Image
    Date: May 13, 2020    Views: 3605

    ୧. ଏନବିଏଫସି ଓ ଏମଏଫଆଇ ଭଳି ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡ଼ିକ ପାଇଁ ୪୫ ହଜାର କୋଟି ଟଙ୍କାର ଆଂଶିକ କ୍ରେଡ଼ିଟ ଗ୍ୟାରେଂଟି ଯୋଜନା କରାଯାଇଛି  ।

    ୨. ପ୍ରଥମ ୨୦% କ୍ଷତି କେନ୍ଦ୍ର ସରକାର ବହନ କରିବେ  ।

    ୩. ଏଏ ପେପର ଓ ଅନରେଟେଡ଼ ପେପର ମଧ୍ୟ ନିବେଶ ପାଇଁ ବୈଧ

    ୪. ଏହି ଯୋଜନା ଦ୍ୱାରା ମାଇକ୍ରୋ ଫାଇନାନ୍ସ ଓ ଏନବିଏଫସି କମ୍ପାନୀଗୁଡ଼ିକ ୪୫ ହଜାର କୋଟିର ଲିକୁ୍ୟଡ଼ିଟି ସୁବିଧା ପାଇପାରିବେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook