Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଠାରୁ ହେବ ଔଷଧ ହୋମଡେଲିଭରୀ

ସତ୍ୟନଗରରେ 4ପଜିଟିଭ :ବିଏମସି

କରୋନା ପାଇଁ ଲକଡାଉନ ଅବଧି ବଢିପାରେ !

ଦେଶରେ କରୋନା ମୃତ୍ୟୁ 149କୁ ବୃଦ୍ଧି

ସତ୍ୟନଗର କଣ୍ଟେନ୍ଟମେଣ୍ଟ ଅଂଚଳ ଘୋଷଣା

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା

    Share on :
    ajab-Image
    Date: Feb 23, 2020    Views: 6223

    ପୋଲସରା: ଗଞ୍ଜାମ ପୋଲସରାରେ ପୋଡ଼ିଯାଇଥିବା ୪ ପିଲାଙ୍କ ମଧ୍ୟରୁ ୩ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇଛନ୍ତି । ଏଥିସହ ପ୍ରତି  ମୃତକଙ୍କ ପରିବାରକୁ  ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି  । ସେହିପରି ଆହତଙ୍କ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନଦେ୍ର୍ଧଶ ଦେଇଛନ୍ତି । 
    ପ୍ରକାଶ ଯେ, ଞ୍ଜାମ ପୋଲସରାରେ ପୋଡ଼ିଯାଇଥିବା ୪ ପିଲାଙ୍କ ମଧ୍ୟରୁ ୩ ଜଣଙ୍କ ମୃତୁ୍ୟ ହୋଇଛି । ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତୁ୍ୟ ହୋଇଛି ।  ମୃତକଙ୍କ ମଧ୍ୟରେ ୨ ଜଣ ପୁଅ ଓ ଜଣେ ଝିଅ ଥିବା ଜଣାଯାଇଛି ।  ଚିକିତ୍ସାଧୀନ ଥିବା ଅନ୍ୟ ଜଣେ ପୁଅର ଅବସ୍ଥା ସଙ୍କଟାପନ୍ନ  ଅଛି । ଖଇରଚଟା ଗ୍ରାମରେ ପାଳ ଗଦା କରି ଖେଳିବା ବେଳେ ସେମାନେ ପୋଡ଼ିଯାଇଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook