Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସମ୍ପ୍ରସାରଣ ହୋଇପାରେ ମୋଦି କ୍ୟାବିନେଟ୍

    Share on :
    ajab-Image
    Date: Nov 5, 2019    Views: 1138

    ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖ ପୂର୍ବରୁ ମୋଦୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ । ବିଜେପିର ସହଯୋଗୀ ଦଳ ଜେଡ଼ିୟୁ ଏବଂ ଶିବସେନା ପକ୍ଷରୁ ମନ୍ତ୍ରିମଣ୍ଡଳରେ ଅଧିକ ସଦସ୍ୟଙ୍କୁ ସାମିଲ କରିବା ପାଇଁ ଦାବି କରାଯାଉଥିବାରୁ ଏଭଳି କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଗତ ମେ ୩୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ୫୭ ଜଣିଆ ମନ୍ତ୍ରିମଣ୍ଡଳ ଗଠନ ହୋଇଥିଲା । ମୋଦୀଙ୍କ ଦ୍ୱିତୀୟ ସରକାରରେ ଯେଉଁ ମନ୍ତ୍ରୀମାନଙ୍କୁ ବାଦ୍ ଦିଆଯାଇଥିଲା ସେମାନଙ୍କୁ ସମ୍ପ୍ରସାରଣରେ ସାମିଲ କରାଯାଇପାରେ । ସେହିଭଳି ଏକାଧିକ ବିଭାଗ ଥିବା ମନ୍ତ୍ରୀମାନଙ୍କୁ ହାତରୁ ବିଭାଗ କାଢ଼ି ନିଆଯାଇପାରେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook