Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଛାତି ନଘୋଡେଇଲେ ମହିଳାଙ୍କୁ ସଂଗ୍ରହାଳୟ ମନା

    Share on :
    ajab-Image
    Date: Sep 16, 2020    Views: 3161

    ପ୍ୟାରିସ : ପ୍ୟାରିସର ଜଣେ ୨୨ ବର୍ଷୀୟ ବିଶ୍ୱବିଦ୍ୟାଳୟ ଛାତ୍ରୀ ଜିଆନେ ହାଟ ତାଙ୍କ ବାନ୍ଧବୀ ମ୍ୟାରିଅନଙ୍କ ସହ ‘ମୁ୍ୟଜି ଡି ଓର୍ସେ’ କଳା ସଂଗ୍ରହାଳୟକୁ ଯାଇଥିଲେ । ଜିଆନେ ନିଜ ଛାତିକୁ ନ ଘୋଡ଼ାଇ ଯାଇଥିବାରୁ ତାଙ୍କୁ ସଂଗ୍ରହାଳୟ ମଧ୍ୟକୁ ପୂରାଇ ଦିଆଯାଇନଥିଲା । ମାତ୍ର ତାଙ୍କ ବାନ୍ଧବୀ ମ୍ୟାରିୟନଙ୍କୁ ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । ସଂଗ୍ରହାଳୟକୁ ଯାଇ ନ ପାରିବାରୁ ଜିଆନେ ଅପମାନିତ ହୋଇ ଫେରିଥିଲେ । ନିଜ ପସନ୍ଦର ପୋଷାକ ପାଇଁ ତାଙ୍କୁ କାହିଁକି ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ନ ମିଳିବ ବୋଲି ଜିଆନେ ଯୁକ୍ତିତର୍କ କରିଥିଲେ । ମାତ୍ର ସଂଗ୍ରହାଳୟ କର୍ତ୍ତୃପକ୍ଷ ତାଙ୍କୁ ଛାତି ଘୋଡେ଼ଇ ଆସିବାକୁ କହିଥିଲେ । ଶେଷରେ ଜିଆନେ ସେଠାରୁ ଅପମାନିତ ହୋଇ ଫେରି ଆସିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook