Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଯୁବକଙ୍କୁ ପଥରରେ ଛେଚି ହତ୍ୟା

    Share on :
    ajab-Image
    Date: Feb 21, 2021    Views: 4116

    ଜୟପୁର:  ଜୟପୁର ସହର କୁମ୍ଭାରସାହିରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା । ମୃତକଙ୍କ ନା ଚନ୍ଦ୍ର ପରଜା । ତାଙ୍କ ଘର ଜୟପୁର ଲାଲଗୁଡାରେ ବୋଲି ଜଣାପଡିଛି । ମୃତ୍ୟୁର କାରଣ ଜଣାପଡିନି । ତେବେ ସାଇଣ୍ଟିଫିକ୍ ଟିମ ଦ୍ବାରା ତଦନ୍ତ ଚାଲିଥିବା ଜୟପୁର ଟାଉନ ଥାନା ଆଇଆଇସି ବାଲେଶ୍ବର ଗିଦ୍ଧି କହିଛନ୍ତି । ଶନିବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook