Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଆଂଚଳିକ

ମୁଖ୍ୟ ଖବର

    କୂଅରେ ପଡ଼ି ମା’, ପୁଅ ମୃତ

    Share on :
    ajab-Image
    Date: May 4, 2020    Views: 2842

    କାମାକ୍ଷାନଗର:  ଖୋଲା କୂଅରେ ଖସିପଡ଼ି ମା ଓ ପୁଅର ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ସୋମବାର ଘଟିଛି ।  ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ତୋରଡ଼ାନାଳି ଗ୍ରାମରେ ଏହି ଅଘଟଣ ଘଟିଛି ।  ଖେଳୁଥିବା ବେଳେ ୩ ବର୍ଷର ପୂଅ କୂଅରେ ଖସିପଡ଼ିଥିଲା ।  ପୁଅକୁ ବଞ୍ଚାଇବାକୁ ଯାଇ ମା ଜୟନ୍ତୀ ସାହୁ  ମଧ୍ୟ କୂଅକୁ ଡେଇଁ ପଡ଼ିଥିଲେ ।  ତେବେ ଗ୍ରାମବାସୀ ଉଭୟଙ୍କ ମୃତଦେହକୁ କୂଅରୁ ଉଦ୍ଧାର କରି  ପୁଲିସକୁ ଖବର ଦେଇଥିବା ଜଣାଯାଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook