Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ଆଂଚଳିକ

ମୁଖ୍ୟ ଖବର

    କୃଷି ଅଧିକାରୀଙ୍କ ଗାଡ଼ିରୁ ୧୧ ଲକ୍ଷ ଜବତ

    Share on :
    ajab-Image
    Date: Jul 2, 2020    Views: 2780

    ଜୟପୁର:  ଜଣେ କୃଷି ଅଧିକାରୀଙ୍କ ଗାଡ଼ିରୁ  ୧୧ ଲକ୍ଷ ଟଙ୍କା ଜବତ କରାଯାଇଛି ।  ସମ୍ପୃକ୍ତ ଅଧିକାରୀ ଜଣକ ହେଲେ କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତି ।  ତାଙ୍କ ଗାଡ଼ିରୁ ମୋଟ ୧୧ ଲକ୍ଷ ୩୧ ହଜାର ଟଙ୍କା ଜବତ କରାଯାଇଛି ।  କୋରାପୁଟ-ଜୟପୁର ଘାଟିରୁ  ଭିଜିଲାନ୍ସ ବିଭାଗ ପକ୍ଷରୁ ଉକ୍ତ ଟଙ୍କା ଜବତ କରାଯାଇଛି ।  ଜୟପୁରରୁ ଭୁବନେଶ୍ୱର ଯିବା ବେଳେ ଉକ୍ତ ଟଙ୍କା ଜବତ କରାଯାଇଛି ।  ଜୟପୁରରୁ ବଦଳି ପରେ ରିଲିଭ ହୋଇ ଶ୍ରୀ ମହାନ୍ତି ଭୁବନେଶ୍ୱର ଯାଉଥିଲେ ।  ଟଙ୍କା ମିଳିବା ପରେ ଶ୍ରୀ ମହାନ୍ତିଙ୍କୁ ଅଟକ ରଖି ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook