Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସବୁ ରୁଟ୍‌ରେ ଚାଲିବ ମୋ’ ବସ୍‌!

    Share on :
    ajab-Image
    Date: Nov 30, 2020    Views: 3630

    ଭୁବନେଶ୍ୱର:ଆସନ୍ତା କାଲିଠାରୁ ସବୁ ରୁଟ୍‌ରେ ମୋ ବସ୍‌ ଚଳାଚଳ କରିବ । କେବଳ ରୁଟ୍‌ ନମ୍ବର ୨୯କୁ ଛାଡି ଅନ୍ୟ ସବୁ ରୁଟ୍‌ରେ ମୋ’ ବସ୍‌ ଚାଲିବ । ଏନେଇ ବସ୍‌ ପରିଚାଳନାକାରୀ ‘କ୍ରୁଟ୍‌’ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୋ’ ବସ୍‌ ଚଳାଚଳ ଉପରେ କଟକଣା ଜାରି କରାଯାଇଥିଲା । ତେବେ ରାଜ୍ୟରେ ଅନଲକ୍‌ ଲାଗୁ ହେବା ପରେ ପର୍ୟ୍ୟାୟକ୍ରମେ ମୋ ବସ୍‌ ଆରମ୍ଭ କରାଯାଇଥିଲା ।  ନଭେମ୍ବର ମାସ ସୁଦ୍ଧା ୧୭ଟି ରୁଟ୍‌ରେ ମୋ’ ବସ୍‌ ଚଳାଚଳ କରୁଥିଲା । ତେବେ କୋଭିଡ୍‌ କଟକଣାକୁ ଧ୍ୟାନରେ ରଖି ମୋ’ ବସ୍‌ ଚଳାଚଳ କରୁଛି । ନିୟମିତ ବିଶୋଧନ ସହ ସାମାଜିକ ଦୂରତ୍ବା ଏପରି ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook