Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଦାଦନ ଶ୍ରମିକଙ୍କ ପାଇଁ ଗୃହ ଯୋଜନା

    Share on :
    ajab-Image
    Date: May 14, 2020    Views: 3899

    ଭୁବନେଶ୍ୱର : ବାହାର ରାଜ୍ୟକୁ କାର୍ଯ୍ୟ ଅନ୍ୱେଷଣରେ ଯାଉଥିବା ଶ୍ରମିକମାନେ ରହିବାରେ ବହୁ ଅସୁବିଧା ଭୋଗୁଛନ୍ତି  । ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି  । 

    ୧. ଏହି ଯୋଜନାର ନାଁ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ମାଇଗ୍ରାଂଟ ଲେବର/ଅର୍ବାନ ପୋର)  ।

    ୨. ପିପିପି ମୋଡ଼ରେ ସହରାଂଚଳରେ ହେବ ଆଫଡର଼୍ବେଲ ରେଂଟାଲ ହାଉସିଂ କମ୍ପ୍ଳେକ୍ସ

    ୩. ନିଜ ଜମିରେ ନିର୍ମାଣକାରୀ କମ୍ପାନୀ, ଶିଳ୍ପ ଓ ଅନ୍ୟ ସଂସ୍ଥାଗୁଡ଼ିକ ଏଭଳି କମ୍ପ୍ଲେକ୍ସ ନିର୍ମାଣ କରିପାରିବେ  ।

    ୪. ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସଂସ୍ଥା ମଧ୍ୟ ଏଭଳି କମ୍ପ୍ଲେକ୍ସ ନିର୍ମାଣ କରି ପରିଚାଳନା କରିପାରିବେ  । ଏସମ୍ପର୍କରେ ଖୁବଶୀଘ୍ର ମନ୍ତ୍ରଣାଳୟ ପକ୍ଷରୁ ସବିଶେଷ ଗାଇଡ଼ଲାଇନ ପ୍ରଦାନ କରାଯିବ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook