Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଦାଦନ ଶ୍ରମିକଙ୍କୁ ୨ ମାସ ପର୍ଯ୍ୟନ୍ତ ମାଗଣା ଚାଉଳ ଓ ଚଣା

    Share on :
    ajab-Image
    Date: May 14, 2020    Views: 3966

    ଭୁବନେଶ୍ୱର : ଲକଡାଉନ ପାଇଁ ବିଭିନ୍ନ ରାଜ୍ୟରେ ଦାଦନ ଶ୍ରମିକମାନେ ଫସି ରହିଛନ୍ତି  । ଏଭଳି ସ୍ଥିତିରେ ସେମାନଙ୍କୁ ଖାଦ୍ୟଶସ୍ୟ ସହାୟତା ଦେବାର ଆବଶ୍ୟକତା ରହିଛି  । ଏହାକୁ ଆଖିଆଗରେ ରଖି କେନ୍ଦ୍ର ସରକାର ମାଗଣା ଚାଉଳ ଓ ଚଣା ଯୋଗାଇବାକୁ ନିଷ୍ପତି ନେଇଛନ୍ତି  । 

    ୧. ଯେଉଁ ମାଇଗ୍ରାଂଟ ଶ୍ରମିକମାନଙ୍କର ଏନଏଫଏସଏ ବା ରାଜ୍ୟ ପକ୍ଷରୁ ପ୍ରଦତ କାଡର଼୍ ନଥିବ ସେମାନଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ଓ ପରିବାର ପିଛା ୧ କେଜି ଚଣା ମିଳିବ  । ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସେମାନେ ଯେଉଁ ରାଜ୍ୟରେ ଅଛନ୍ତି ସେଠାରେ ଏହି ସୁବିଧା ପାଇପାରିବେ  ।

    ୨. ଏହାଦ୍ୱାରା ୮ କୋଟି ଦେଶାନ୍ତରୀ ଶ୍ରମିକ ଉପକୃତ ହୋଇପାରିବେ  । ଏଥିପାଇଁ ୨ ମାସରେ ୩୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ  । କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବେ  । କିନ୍ତୁ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବେ  ।

    ୩, ୨୦୨୧ ମାର୍ଚ୍ଚ ସୁଦ୍ଧା ସାରା ଦେଶରେ ୱାନ ନେସନ, ୱାନ ରେସନ କାଡର଼୍ ଲାଗୁ ହେବ  । ଅଗଷ୍ଟ ସୁଦ୍ଧା ୬୭ କୋଟି ଲୋକଙ୍କୁ ମିଳିବ ଏହି କାଡର଼୍  । ଫଳରେ ସେମାନେ ଯେଉଁ ରାଜ୍ୟରେ ଥିଲେବି ରାସନ ପାଇପାରିବେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook