Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ହାତ ମେହେନ୍ଦୀ କେମିତି ଦିଶିବ ଗାଢ଼ ଜାଣନ୍ତୁ....

    Share on :
    ajab-Image
    Date: Mar 3, 2021    Views: 2678

    ହାତକୁ ମେହନ୍ଦୀ ଦ୍ୱାରା ଚିତି୍ରତ କରିବା ପରେ ପ୍ରଥମେ ଭଲ ଭାବେ ଶୁଖିବାକୁ ଛାଡ଼ିଦିଅନ୍ତୁ । ଗୋଟିଏ ପାତ୍ରରେ ଏକ ବଡ଼ ଚାମଚ ଚିନି ଓ ଲେମ୍ବୁ ରସ ଫେଣ୍ଟି ରଖନ୍ତୁ । ମେହନ୍ଦୀ ଝଡ଼ିବା ଦେଖିଲେ, ଏହି ମିଶ୍ରଣ ବୋଳନ୍ତୁ । ଶୁଖିଗଲେ ପୁଣି ଥରେ ବୋଳନ୍ତୁ । ଦୁଇ ଚାରି ଘଣ୍ଟା ପର୍ଯ୍ୟନ୍ତ ବାରମ୍ବାର ଏ ଭଳି କରନ୍ତୁ ।
    ମେହନ୍ଦୀ ସଫା କରିସାରିବା ପରେ ହାତରେ ଭିକସ ଭେପୋରବ ବୋଳନ୍ତୁ ।
    ଭିକସ ଭେଦିଯିବା ପରେ ଏକ ପାତ୍ରରେ ଦଶ ବାରଟି ଲବଙ୍ଗ ଗରମ କରନ୍ତୁ । ଲବଙ୍ଗ ତାତିଗଲେ ବାମ୍ଫ ବାହାରିବ । ସେହି ବାମ୍ଫ ଉପରେ ମେହନ୍ଦୀ ବୋଳା ହାତ ରଖନ୍ତୁ ।
    ସାତ ଆଠ ଘଣ୍ଟା ପର୍ଯ୍ୟନ୍ତ ହାତରେ ଯେପରି ପାଣି ନ ଲାଗେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

    Maximum 500 characters

    ବିଶେଷ View all

    Find Us on Facebook