Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆସନ୍ତା ବର୍ଷ ରାଜ୍ୟରେ ୩ ନୂଆ ମେଡିକାଲ କଲେଜ, ଜାଣନ୍ତୁ କେଉଁଠି

    Share on :
    ajab-Image
    Date: Nov 19, 2020    Views: 4210

    ଭୁବନେଶ୍ୱର : ଆସନ୍ତା ବର୍ଷ ରାଜ୍ୟରେ ୩ଟି ନୂତନ ମେଡିକାଲ କଲେଜ ନିର୍ମିତ ହେବ । ତାଳଚେର, ସୁନ୍ଦରଗଡ ଏବଂ ପୁରୀରେ ଏହି ୩ ମେଡିକାଲ କଲେଜ ନିର୍ମିତ ହେବ । ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ସମସ୍ତ ମେଡିକାଲ କଲେଜର କାମ ତ୍ୱରିତ ଗତିରେ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ନିଦେ୍ର୍ଧଶ ଦେଇଛନ୍ତି । ଏହି କଲେଜ ଗୁଡିକରେ ବାର୍ଷିକ ଶହେ ସିଟ ବୃଦ୍ଧି କରାଯିବ ବୋଲି ଜଣାପଡିଛି । ଚଳିତ ବର୍ଷର ଡିସେମ୍ବର ୩ ତାରିଖ ସୁଦ୍ଧା ମେଡିକାଲ କଲେଜର କୋଠା ନିର୍ମାଣ ସମାପ୍ତ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । କୋଠା ନିର୍ମାଣ କାମ ସମାପ୍ତ ହେବା ପରେ ଆଡମିଶନ ପାଇଁ ଏମସିଆଇକୁ ଜଣାଇବା ପାଇଁ ନିଦେ୍ର୍ଧଶ ଦିଆଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook