Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ରାଜ୍ୟ ଖବର

ମୁଖ୍ୟ ଖବର

    ବୋର୍ଡକୁ ବଦନାମ ପାଇଁ ଚେଷ୍ଟା: ମନ୍ତ୍ରୀ

    Share on :
    ajab-Image
    Date: Feb 13, 2020    Views: 3895

    ଭୁବନେଶ୍ୱର: ବାରିପଦା ଓ ଆସିକାରେ ଭାଇରାଲ ହୋଇଥିବା ମାଟ୍ରିକ ଆଡମିଟ କାର୍ଡଗୁଡ଼ିକ  ଫେକ ।  କେବଳ ବୋର୍ଡକୁ ବଦନାମ କରିବାକୁ ଭାଇରାଲ କରାଯାଇଛି ବୋଲି  ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।  ଏଥିସହ ସେ ବୋର୍ଡ ସଭାପତିଙ୍କ ସହ କଥା ହୋଇଥିବା କହିଛନ୍ତି ।  ଭାଇରାଲ ଆଡମିଟ କାର୍ଡରେ ବୋର୍ଡ ସଭାପତିଙ୍କ ଦସ୍ତଖତ ନାହିଁ ।  ସମସ୍ୟା ହେଲେ ଯାହା ଆଇନଗତ କାର୍ଯ୍ୟାନୁଷ୍ଠାନ ଆମେ ନେବୁ ।  ତ୍ରୁଟି ଥିଲେ ସୁଧାର ଅଣାଯିବ । କୌଣସି ପିଲା ପରୀକ୍ଷାରୁ ବାଦ ପଡ଼ିବେନି ବୋଲି   ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook