Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ମହିଳା ମାଓବାଦୀର ଆତ୍ମସମର୍ପଣ

    Share on :
    ajab-Image
    Date: Nov 7, 2019    Views: 69

    ରାୟଗଡ଼ା:  ରାୟଗଡ଼ା ଏସପିଙ୍କ ନିକଟରେ  ଜଣେ ମହିଳା ମାଓବାଦୀ  ଆତ୍ମସମର୍ପଣ କରିଛି । ନିଜର ୨ ମାସର ଝିଅ ସହ ମହିଳା ମାଓବାଦୀ ପାର୍ବତୀ ଓରଫ ରିଙ୍କି ଆତ୍ମସମର୍ପଣ କରିଛି । ରିଙ୍କି ବାଂଶଧାରା ନାଗବଳି ଘୁମୁସର ଡିଭିଜନର ଏସିଏମ ରାଜୁର ସ୍ତ୍ରୀ ।  ରିଙ୍କି  ନିଜେ ବାଂଶଧାରା ନାଗବଳି ଘୁମୁସର ଡିଭିଜନ ଇନ୍ଦ୍ରାବତୀ ଦଳମର ସଦସ୍ୟା ।  ମାଓବାଦୀ ମହିଳାଙ୍କୁ ହୀନ ଦୃଷ୍ଟିରେ ଦେଖୁଥିବାରୁ ସେ ଆତ୍ମସମର୍ପଣ କରିଥିବା ରିଙ୍କି କହିଛି । କାନ୍ଦ୍ରାଜ ବନ୍ଦାଣି ଓ ଥାମଣପଙ୍ଗା ଗୁଳି ବିନିମୟରେ ରିଙ୍କି ସମ୍ପୃକ୍ତ ଥିଲା ।  ଜାରପା ନିକଟରେ ଏସଓଜିଙ୍କ ଉପରେ ଆକ୍ରମଣ ଘଟଣାରେ ମଧ୍ୟ ସେ ସମ୍ପୃକ୍ତ ଥିଲା । ରିଙ୍କି ମୁଣ୍ଡରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । 

    Maximum 500 characters

    ଆଂଚଳିକ View all

    Find Us on Facebook