Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜାଣନ୍ତୁ ଭୁବନେଶ୍ୱରରେ କେଉଁ ମଲ ଖୋଲିବନି ?

    Share on :
    ajab-Image
    Date: May 20, 2020    Views: 3942

    ଭୁବନେଶ୍ୱର: ରାଜଧାନୀରେ ୧୧ଟି ସପିଂ ମଲ ଖୋଲିପାରିବନି ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଯେଉଁ ମଲଗୁଡ଼ିକ ୪୦ ହଜାର ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଅଛି, ଫୁଡ କୋର୍ଟ, ମଲ୍ଟିପ୍ଲେକ୍ସ ଅଝି ସେଗୁଡ଼ିକ ବନ୍ଦ କରି ଦିଆଯାଇଛି । କିନ୍ତୁ ଏଠାରେ ଯେଉଁ ଷ୍ଟୋରରେ ସଉଦା, ପନିପରିବା, ଔଷଧ ବିକି୍ର ହେଉଥିବ ସେଗୁଡ଼ିକ ଖୋଲିପାରିବ । ଏହା ସହ ଯେଉଁଠି ସରକାରୀ ବା କୌଣସି ବେସରକାରୀ କାର୍ଯ୍ୟାଳୟ ଚାଲୁଥିବ, ସେଗୁଡ଼ିକ ବି ଖୋଲା ରହିବ ।

    ବିଏମସି ପକ୍ଷରୁ ଯେଉଁ ୧୧ଟି ମଲ ଖୋଲିବା ଉପରେ କଟକଣା ଲାଗିଛି, ସେଗୁଡ଼ିକ ହେଲା ରସୁଲଗଡ଼ ସ୍ଥିତ ଏସପ୍ଲାନେଡ ୱାନ, ସତ୍ୟନଗର ସ୍ଥିତ ଫୋରମ ମାର୍ଟ, ସହିଦ ନଗରରେ ଥିବା ବିଏମସି ଭବାନୀ ମଲ୍, ସେଣ୍ଟ୍ରାଲ ସପିଂ ମଲ, ପାଣ୍ଟାଲୁନ, ରେଳ ଷ୍ଟେସନ ନିକଟରେ ଥିବା ରିଲାଏନ୍ସ ସୁପର, କଳ୍ପନା ଛକାରେ ଥିବା ଉକ୍ରଳ ଗ୍ୟାଲେରିଆ, ୟୁନିଟ-୨ରେ ଥିବା ବିଏମସି କେଶରୀ ମଲ, ରୁଦ୍ରପୁରରେ ଥିବା ସିମ୍ଫୋନି ମଲ, ପାତ୍ରପଡାରେ ଥିବା ଡିଏନ ରେଗାଲିଆ ମଲ, ନୂଆପଲ୍ଲୀରେ ଥିବା କ୍ରିଷ୍ଣା ପ୍ଲାଜା ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook