Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡି ନୁହେଁ, ମୁଁ ନବୀନଙ୍କ ସହ ଅଛି: ମକରନ୍ଦ

    Share on :
    ajab-Image
    Date: Jan 13, 2020    Views: 3764

    ଭୁବନେଶ୍ୱର: ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଛି । କିନ୍ତୁ ବିଜୁ ଜନତା ଦଳ ବା ବିଜେଡି ସହ ନାହିଁ ।  ଏହା କହିଛନ୍ତି  ରାୟଗଡ଼ାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ।  ପ୍ରକାଶ ଯେ, ଆଜି ଶ୍ରୀ ମୁଦୁଲିଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ହିଣ୍ଡାଲକୋ ପ୍ଲାଣ୍ଟକୁ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବାକୁ ଶ୍ରୀ ମୁଦୁଲି ନବୀନ ନିବାସ ଆସିଥିଲେ ।  ଶ୍ରୀ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।  

    ପରେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,  ମୁଁ ସରକାର ଓ ନବୀନଙ୍କ ସହ ଅଛି ।  କିନ୍ତୁ ବିଜେଡି ସହ ନାହିଁ ବୋଲି ମକରନ୍ଦ ସ୍ପଷ୍ଟଭାବେ କହିଥିଲେ ।  ତେବେ ରାଜ୍ୟସଭା ନିର୍ବାଚନରେ କଣ ଅଭିମୁଖ୍ୟ ରହିବ ବୋଲି ପ୍ରଶ୍ନରେ  ନିର୍ବାଚନ ବେଳେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମୁଦୁଲି କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook