Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛାତିରେ ଯନ୍ତ୍ରଣା ଯୋଗୁଁ କ୍ରିକେଟର କପିଳ ଦେବ ଦିଲ୍ଲୀ ଓଖାଲ ରୋଡ ସ୍ଥିତ ଫରଟିସ ଏସକର୍ଟସ ହାର୍ଟ ଇନଷ୍ଟିଚୁ୍ୟଟରେ ଭର୍ତ୍ତି କରାଯାଇଛି ।

banner

ଦେଶ ବିଦେଶ

ମୁଖ୍ୟ ଖବର

    ଓଟିପି ଦେଖାଇଲେ ମିଳିବ ଏଲପିଜି

    Share on :
    ajab-Image
    Date: Oct 17, 2020    Views: 3585

    ନୂଆଦିଲ୍ଲୀ: ଆସନ୍ତା ନଭେମ୍ବରରୁ ଦେଶରେ ଏଲପିଜି ଡେଲିଭରି ନିୟମ ବଦଳିଯିବ । ଗ୍ୟାସ ବୁକିଂ ବେଳେ ମିଳିଥିବା ଓଟିପି ଦେଖାଇଲେ ଡେରିଭରି ମ୍ୟାନ ସମ୍ପୃକ୍ତ ଗ୍ରାହକଙ୍କୁ ଏଲପିଜି ଭର୍ତ୍ତି ସିଲିଣ୍ଡର ହସ୍ତାନ୍ତର କରିବେ । ଗ୍ୟାସ ଚୋରିକୁ ରୋକିବା ପାଇଁ ସରକାରୀ କମ୍ପାନୀ ଗୁଡ଼ିକ ଏହି ପଦକ୍ଷେପ ନେଇଛନ୍ତି । 

    ତେବେ ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ପହିଲାରୁ ଏହି ବ୍ୟବସ୍ଥା ଦେଶରେ ୧୦୦ଟି ସ୍ମାର୍ଟ ସିଟିରେ କାର୍ଯ୍ୟକାରୀ ହେବ । ଫଳରେ ଭୁବନେଶ୍ୱର ଏବଂ ରାଉରକେଲାରେ ଏହି ଯୋଜନା ଲାଗୁ ହେବ । ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ରାଜସ୍ଥାନର ଜୟପୁରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ୧୦୦ଟି ସ୍ମାର୍ଟସିଟିରେ ଉକ୍ତ ଯୋଜନା ଅଗ୍ରଗତି ଏବଂ ସଫଳତା ଆଧାରରେ ଦେଶବ୍ୟାପୀ ଏହାକୁ କାର୍ଯ୍ୟକାରୀ କରାଯିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook