Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ମା’ ଲକ୍ଷ୍ମୀଙ୍କ କୃପା ପାଇଁ ଆପଣାନ୍ତୁ ଏହି ଉପାୟ

    Share on :
    ajab-Image
    Date: Sep 13, 2020    Views: 3278

    ଆମ ହିନ୍ଦୁ ପରମ୍ପରାରେ ମା’ ଲକ୍ଷ୍ମୀଙ୍କ ସ୍ଥାନ ସ୍ବତନ୍ତ୍ର। ଗୁରୁଜନଙ୍କ ମତରେ, ଘରେ ସ୍ତ୍ରୀଲୋକଙ୍କ ଉତ୍ତମ ଚଳଣି ଓ ପରିଷ୍କାର ପରିଚ୍ଛନ୍ନତାରେ ହିଁ ଲକ୍ଷ୍ମୀ ମା’ କୃପା କରିଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏଭଳି ଅନେକ ଉପାୟ ଅଛି, ଯାହାର ପ୍ରୟୋଗରେ ଘରେ ଧନଧାନ୍ୟ ବଢ଼ିଥାଏ।

    ଘରର ଦୁଆର ମୁହଁ ପାଖରେ କାଚର ସୁନ୍ଦର ପାତ୍ରରେ ପାଣି ଭର୍ତ୍ତି କରି ଫୁଲ ପାଖୁଡ଼ା ରଖନ୍ତୁ। ଏହାର ବାସ୍ନାରେ ଚତୁର୍ଦିଗ ମହକିବା ସହ ନକାରାତ୍ମକ ଶକ୍ତି ହ୍ରାସ ପାଇଥାଏ।
    ମୁଖ୍ୟ ଦୁଆର ସମ୍ମୁଖରେ ମା’ ଲକ୍ଷ୍ମୀ କିମ୍ବା କୁବେରଙ୍କ ଫଟୋ ଲଗାଇବା ମଧ୍ୟ ଲାଭପ୍ରଦ ହୋଇଥାଏ। ନିୟମିତ ଭାବେ ଏହାର ପୂଜାର୍ଚ୍ଚନା କରିବା ଜରୁରୀ।
    ଘର ଦୁଆରେ ଓ ଠାକୁର ଘରେ ମା’ ଲକ୍ଷ୍ମୀଙ୍କ ପାଦ ଚିହ୍ନ ଷ୍ଟିକର୍ ଲଗାଇବା ମଧ୍ୟ ଉତ୍ତମ।
    ଏହା ସହ ଦୁଆର ନିକଟରେ ତୁଳସୀ ଗଛ ରଖି ନିୟମିତ ପାଣି ଦେଲେ ଘରେ ଧନଧାନ୍ୟ ବଢ଼ିଥାଏ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook