Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ତାଜା ଖବର

ମୁଖ୍ୟ ଖବର

    ଆସନ୍ତାକାଲି ଠାରୁ ଅନଲାଇନରେ ମିଳିବ ମଦ, ୫୦% ମଦ ଦର ବୃଦ୍ଧି

    Share on :
    ajab-Image
    Date: May 23, 2020    Views: 4469

    ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଅନଲାଇନରେ ମଦ ମିଳିବ  । ରାଜ୍ୟ ସରକାର ଏନେଇ ଅନୁମତି ପ୍ରଦାନ କରିଛନ୍ତି  । କଂଟେନମେଂଟ ଜୋନ ବ୍ୟତୀତ ସବୁ ଜୋନରେ ଅନଲାଇନରେ ମଦ ବିକ୍ରି ହେବ ବୋଲି ସୂଚନା ମିଳିଛି  । ଅପରପକ୍ଷରେ ମଦ ଉପରେ କୋଭିଡ଼ ଫି’ ଲଗାଯାଇଛି  । କୋଭିଡ଼ ଫି ୫୦% ଲଗାଯାଇଥିବାରୁ ମଦ ଦାମ ଦେଢ଼ଗୁଣା ହୋଇଯିବ  ।  ଏମଆରପି ଉପରେ ହିଁ ଏହି ଫି’ ଲାଗୁ ହେବ  । କୋଭିଡ଼ ଫି’ ବାବଦକୁ ମିଳିବାକୁ ଥିବା ଅର୍ଥ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରାଯିବ  । ଅନ ଓ ଅଫ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ହୋମ ଡେଲିଭରୀ କରିପାରିବେ  । ବିଦେଶୀ ମଦ ଓ ବିୟର ଉପରେ କୋଭିଡ଼ ଫି’ ଲାଗୁ କରାଯାଇଛି  । 

    Maximum 500 characters

    ତାଜା ଖବର View all

    Find Us on Facebook