Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

ରାଜ୍ୟ ଖବର

ମୁଖ୍ୟ ଖବର

    ଲିଙ୍ଗରାଜଙ୍କ ଦାମୋଦର ବେଶ ଫଟୋ ଭାଇରାଲ

    Share on :
    ajab-Image
    Date: Nov 7, 2019    Views: 782

    ଭୁବନେଶ୍ୱର: ଲିଙ୍ଗରାଜଙ୍କ ଦାମୋଦର ବେଶ ଫଟୋ ଭାଇରାଲ ହୋଇଛି ।  ପ୍ରଦୀପ୍ତ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଫେସବୁକରେ ଏହି ଫଟୋ ଭାଇରାଲ ହୋଇଛି ।  କାର୍ତ୍ତିକ ମାସରେ ମନ୍ଦିର ଭିତରେ ମହାପ୍ରଭୁଙ୍କ ଦାମୋଦର ବେଶ ହୋଇଥାଏ । ମନ୍ଦିର ପ୍ରଶାସନ ଓ ଏଏସଆଇ ପକ୍ଷରୁ କଡ଼ା ନଜର ରଖାଯାଇଥିବା ବେଳେ କିପରି ଭାବେ ମନ୍ଦିର ଭିତରକୁ ମୋବାଇଲ ଗଲା ଏବଂ ଫଟୋ ଉଠାଯାଇ ଭାଇରାଲ ହେଲା ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚଳିତ ବର୍ଷ ଅକ୍ଟୋବାର ୧୪ ତାରିଖରେ ପ୍ରଦୀପ ପାତ୍ର  ନାମକ ଜଣେ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଲିଙ୍ଗରାଜ ମହାପ୍ରଭୁଙ୍କ ଦାମୋଦର ବେଶର ଫଟୋ ପୋଷ୍ଟ ହୋଇଛି ।  ତେବେ  ମନ୍ଦିରକୁ ମୋବାଇଲ ବାରଣ ସତ୍ତ୍ୱେ କିଭଳି ଫଟୋ ଉଠିଲା ଏନେଇ ଖୋଳତାଡ଼ ଚାଲିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook