Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତଙ୍କିତ ହୁଅନ୍ତୁନି, ସାମାଜିକ ଦୂରତା ଅବଲମ୍ବନ ନକଲେ ଜିରୋ ଟୋଲେରାନ୍ସ :CMO

ଓଡ଼ିଶାରେ ପୁଣି 16ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଭୁବନେଶ୍ୱର ଅଂଚଳର ,ମୋଟ ହେଲା 39

14ରେ ନିଆଯିବ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି: ପିଟିଆଇ ସୂତ୍ରରୁ ପ୍ରକାଶ

ସୁନ୍ଦରପଦା ଅଂଚଳକୁ ସିଲ କଲା ବିଏମସି

ଭୁବନେଶ୍ୱରରେ ଆଉ 2 ପଜିଟିଭ ଚିହ୍ନଟ. ମୋଟ ହେଲା 23

ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ.8ରେ ସଟ ଡାଉନ ଉଠିବ, ଗହଳି କରିବେନି : ମୁଖ୍ୟ ଶାସନ ସଚିବ

ଭାରତରେ କରୋନା ମୃତ୍ୟୁ ସଂଖ୍ୟା 79କୁ ବୃଦ୍ଧି

କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ

କଟକ କେଶବପୁରରେ ପୁଲିସ ଉପରକୁ ଢେଲା ପଥର ମାଡ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପୁଣି ସରକାରଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ

    Share on :
    ajab-Image
    Date: Jan 28, 2020    Views: 5025

    ଭୁବନେଶ୍ୱର: ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  ପିଏମଜି ଛକରେ ଧାରଣାରତ ୨ ଜଣ ନାବାଳିକାଙ୍କୁ ଗିରଫ ଘଟଣାରେ ଲେଖାଶ୍ରୀ ସାମନ୍ତସିଂହାର ସରକାରଙ୍କୁ ଟାର୍ଗେଟ କରିଛନ୍ତି । 
    ସେ କହିଛନ୍ତି ଯେ, ରାଜ୍ୟରେ ଅପରାଧ ଘଟାଉଥିବା ବଡ଼ ବଡ଼ ଅପରାଧୀ ଆରାମରେ ଖସିଯାଉଛନ୍ତି । କିନ୍ତୁ ପୁଲିସ ସେମାନଙ୍କୁ ଧରିପାରୁନାହିଁ । ଏଠାରେ ଏକଛତ୍ରବାଦ ଶାସନ ଚାଲିଛି ।  ପରବନ୍ଦିର ପାଲ ସିଂଙ୍କୁ ଆକ୍ରମଣ ଘଟଣାରେ ପୁଲିସ ୩୦୭ ଦଫା ଲଗାଇଲା ନାହିଁ ।  କିନ୍ତୁ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିବା ୨ ନାବାଳିକା ବିରୋଧରେ ୩୦୭ ଦଫା ଲାଗିଲା ।  ୫-ଟି ନାମରେ ଲୋକଙ୍କୁ ସରକାର ଚକମା ଦେଖାଉଛନ୍ତି ।  ସରକାର ଛାଇ ଦେଖି ଡରୁଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପୁଲିସ ଆବଶ୍ୟକତା ଠାରୁ ଅଧିକ ପ୍ରତିକ୍ରିୟାଶୀଳ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । 

    Loading...

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook