Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମହାଭାରତର ମାମୁଁ ଭଣଜା ଯୋଡ଼ି ଏବେ ବିଜେଡିରେ : ଲେଖାଶ୍ରୀ

    Share on :
    ajab-Image
    Date: Aug 31, 2020    Views: 4581

    ଭୁବନେଶ୍ୱର:  ଯାଜପୁର କେଲୁଅ ନଦୀରେ ଘାଇ ସୃଷ୍ଟି ଘଟଣାରେ ବିଜେପି ପକ୍ଷରୁ ବିଜେଡି ବିଧାୟକଙ୍କୁ ଟାର୍ଗେଟ କରାଯାଇଛି ।ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସିଧାସଳଖ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଟାର୍ଗେଟ କରିଛନ୍ତି । 

    ଲେଖାଶ୍ରୀ କହିଛନ୍ତି ଯେ, ଡିନାମାଇଟ ଲଗାଇ ୩୦୦ ଫୁଟର ଘାଇ ସୃଷ୍ଟି କରାଯାଇଛି ।  ବିଧାୟକ ଓ କନିଷ୍ଠ ଯନ୍ତ୍ରୀ ଥିବା ତାଙ୍କ ମାମୁଁ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ।  ମହାଭାରତର ମାମୁଁ ଭଣଜା ଯୋଡ଼ି ଏବେ ବିଜେଡିରେ ଅଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ଏଭଳି ଘାଇ ଦ୍ୱାରା ୫ ହଜାର  ପରିବାର ଉବୁଟୁବୁ ହେଉଥିବାବେଳେ ଏହାର ନ୍ୟାୟିକ ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook