Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ରାଗିଗଲେ ବିରାଟ, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Jan 11, 2021    Views: 2968

    ସିଡନୀ:ସିଡନୀରେ ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ ମ୍ୟାଚରେ ଗ୍ୟାଲେରୀରେ ଉପସ୍ଥିତ ଥିବା କିଛି ଦର୍ଶକ ବାଉଣ୍ଡାରୀ ଲାଇନରେ ଫିଲ୍ଡିଂ କରୁଥିବା ମହମ୍ମଦ ସିରାଜଙ୍କୁ ଦୁର୍ବବ୍ୟହାର କରିବା ସହିତ ବିଗ ମଙ୍କି ଏବଂ ବ୍ରାଉନ ଡଗ ବୋଲି କହିଥିଲେ । ସିଡନୀ ଦର୍ଶକଙ୍କ ଏଭଳି ଆଚରଣକୁ ନେଇ ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲି ଟ୍ୱିଟରେ ଆପତ୍ତି ଉଠାଇ କ୍ରୋଧ ପ୍ରକାଶ କରିଛନ୍ତି । ଜାତିଗତ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ । ବାଉଣ୍ଡାରୀ ଲାଇନରେ ଏଭଳି ଆଚରଣ ସମସ୍ତ ସୀମା ଟପିଛି । ପଡ଼ିଆରେ ଏହି ଘଟଣା ଦେଖିବା ଦୁଃଖଦାୟକ । ଏହି ଘଟଣାକୁ ଗମ୍ଭୀରତାର ସହିତ ନେବା ଆବଶ୍ୟକ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ବିରାଟ କହିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook