Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କେକେଆର-ମୁମ୍ବାଇ ମୁକାବିଲା ପୂର୍ବରୁ ଅଧିନାୟକ ପଦରୁ ଓହରିଲେ କାର୍ତ୍ତିକ

    Share on :
    ajab-Image
    Date: Oct 16, 2020    Views: 3436

    ଦୁବାଇ : ଆଇପିଏଲର ୧୩ ତମ ସଂସ୍କରଣର ୩୨ ତମ ମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ । ତେବେ ଏହି ମ୍ୟାଚ ପୂର୍ବରୁ ଅଧିନାୟକ ପଦରୁ ଓହରି ଯାଇଛନ୍ତି ଦୀନେଶ କାର୍ତ୍ତିକ । କାର୍ତ୍ତିକଙ୍କ ସ୍ଥାନରେ ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନ ଦଳର କମାଣ ସମ୍ଭାଳିବେ । ବ୍ୟାଟିଂ ଉପରେ ଅଧିକ ଫୋକସ ପାଇଁ କାର୍ତ୍ତିକ ଅଧିନାୟକ ପଦରୁ ଓହରିଥିବା ଜଣାପଡିଛି । ଏଣିକି ପିଚ ଗୁଡିକ ଧୀମା ହୋଇଥିବାରୁ ଉଭୟ ଦଳରେ ଦୁଇରୁ ଅଧିକ ସ୍ପିନରଙ୍କୁ ଦେଖିବାକୁ ମିଳିପାରେ ।

    Maximum 500 characters

    ଖେଳ ଖବର View all

    Find Us on Facebook