Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ରୋଷେଇ ଘର ଟିପ୍ସ

    Share on :
    ajab-Image
    Date: Nov 9, 2019    Views: 19

    ଦୋସା କିମ୍ବା ଇଡଲି ପାଇଁ ପ୍ରସ୍ତୁତ କରୁଥିବା ଘୋଳ ଖଟା ହୋଇଗଲେ, ସେଥିରେ ନଡ଼ିଆ ପାଣି ମିଶାଇଦିଅନ୍ତୁ । ଖଟାପଣ ଦୂର ହୋଇଯିବ ।
    ପିଆଜ ଫ୍ରାଏ କରୁଥିବା ସମୟରେ ସେଥିରେ ଅଳ୍ପ ଚିନି ମିଶାଇଲେ ତାହା ଶୀଘ୍ର ବାଦାମୀ ରଙ୍ଗ ହୋଇଥାଏ । 
    ରାଜମା ସିଝାଉଥିବା ସମୟରେ ସେଥିରେ ଲୁଣ ମିଶାନ୍ତୁ ନାହିଁ । ଦେଖିବେ ରାଜମା ଶୀଘ୍ର ସିଝିଯିବ ।
    ଭାତ ପେଜକୁ ନ ଫିଙ୍ଗି ଅଳ୍ପ ଲୁଣ ସେଇ ମିଶ୍ରଣରେ ମିଶାଇ ରଖନ୍ତୁ । ତହିଁ ଆରଦିନ କେଶ ଧୋଇବା ସମୟରେ ଏହାର ପ୍ରୟୋଗ କରି ଥଣ୍ଡା ପାଣିରେ ଧୋଇନେବେ । କେଶ ଝଡ଼ାରୁ ମୁକ୍ତି ପାଇବେ ।
    ନୁଡଲସକୁ ସଝାଇବା ପରେ ସେଥିରେ ଅଳ୍ପ ଥଣ୍ଡା ପାଣି ମିଶାଇ ପୁଣି ଛାଣି ନେଲେ ତାହା ପରସ୍ପର ସହ ଲାଗିନଥାଏ ।
    ଶୁଖିଲା ଲଙ୍କା ଡବାରେ ଅଳ୍ପ ହେଙ୍ଗୁ ମିଶାଇ ରଖନ୍ତୁ । ଦେଖିବେ ଲଙ୍କାକୁ ଆପଣ ଅଧିକ ଦିନ ବ୍ୟବହାର କରିପାରିବେ ।
    ପିଆଜ କାଟିବାର କିଛି ସମୟ ପୂର୍ବରୁ ଫି୍ରଜରେ ରଖି କାଟିବା ଆରମ୍ଭ କରନ୍ତୁ । ଏପରି କଲେ ଆଖିରୁ ପାଣି ବାହାରିନଥାଏ ।
    କଟା ହୋଇଥିବା ସେଓ କଳା ପଡ଼ିବା ପୂର୍ବରୁ ସେଥିରେ ଲେମ୍ବୁ ରସ କିମ୍ବା ଲୁଣ ଲଗାଇ ଦିଅନ୍ତୁ ସେଓ କଳା ହେବ ନାହିଁ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook