Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କିସ କରନ୍ତୁ, ଓଜନ କମାନ୍ତୁ

    Share on :
    ajab-Image
    Date: Jan 14, 2021    Views: 2675

    କିସ୍ କରିବା ଦ୍ବାରା ଓଜନ କମ ହୋଇଯାଇଥାଏ, ଏହି କଥା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ୟ୍ୟ ଲାଗୁଥାଇପାରେ କିନ୍ତୁ ଏହି କଥା ସତ। ଏହି ସମ୍ପର୍କରେ ଆମେରିକାର ଲୁଇସ୍ ଭିଲେ ବିଶ୍ବବିଦ୍ୟାଳୟର ପ୍ରଫେସର ନିଜେ ଏକ ଗବେଷଣା କରି ଏକ କଥାର ପ୍ରକଟ କରାଇଛନ୍ତି କି ଓଜନ କମ କରାଇବାରେ କିସ୍ ଆପଣଙ୍କୁ ସାହାଯ୍ୟ କରିପାରିବ ।
    ମିଳିଥିବା ରିପୋର୍ଟ ଅନୁସାରେ ଲୁଇସ୍ ବିଲେ ବିଶ୍ବବିଦ୍ୟାଳୟର ପ୍ରଫେସର ବ୍ରିଆନ୍ ଷ୍ଟାମଫୋର୍ଡ କହିଛନ୍ତି ଯେ, କିସ୍ କରିବା ଦ୍ବାରା ଜଣେ ବ୍ୟକ୍ତିର ଏକ ମିନିଟରେ ଦୁଇ କିଲୋ କ୍ୟାଲୋରୀ କମ ହୋଇଥାଏ। ଏହାଦ୍ବାରା ମେଟାବୋଲିଜିମ୍ ଦୁଇଗୁଣା ହୋଇଯାଏ। ଯେଉଁଠି ଜିଗିଙ୍ଗ୍ କରିବା ଦ୍ବାରା ଏକ ମିନିଟରେ ୧୧.୨ କ୍ୟାଲୋରୀ କମି ଥାଏ। ଓଜନ କମାଇବା ପାଇଁ ବହୁତ ସର୍ଭେ କରାଯାଇଛି ଯେଉଁଥିରେ ଏହା କୁହାଯାଇଛି କି ଚୁମ୍ବନ ବା କିସ୍ ଆପଣଙ୍କ ଓଜନକୁ କମାଇବାରେ ସାହାଯ୍ୟ କରିବ।
    ଏହା ବି ଜାଣିବା ଦରକାର ଯେ, ସେକ୍ସ କରିବା ସମୟରେ ଗୋଟିଏ କିସ କରିବା ଦ୍ବାରା ପ୍ରାୟ ୯ କ୍ୟାଲୋରୀ ଶକ୍ତି ଖର୍ଚ୍ଚ ହୋଇଥାଏ। ଏହିପରି ଭାବେ ୩୯୦ ଥର କିସ୍ କରିଲେ ୧/୨ କିଲୋ ଓଜନ କମ ହୋଇଥାଏ। ସେକ୍ସ କରିବା ଦ୍ବାରା ଥରକରେ ​‌୫୦୦ରୁ ୧୦୦୦ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ। ଯାହା ଦ୍ବାରା ଶରୀରର ଅତିରିକ୍ତ ଚର୍ବି ଅର୍ଥାତ୍ ଫ୍ୟାଟ୍ କମ୍ କରାଇବାରେ ସାହାଯ୍ୟ କରିଥାଏ। ସେକ୍ସ ଦ୍ବାରା ଏନଣ୍ଡେ୍ରାଫିନ୍ ହର୍ମୋନର ମାତ୍ରା ବଢ଼ିଥାଏ ଏହାଦ୍ବାରା ଶରୀରର ତ୍ବଚା ସୁନ୍ଦର ଓ ଚିକ୍କଣ ହୋଇଯାଇଥାଏ।

    Maximum 500 characters

    ବିଶେଷ View all

    Find Us on Facebook