Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବଜେଟକୁ ନେଇ ଏଭଳି କହିଲେ କେଜ୍ରିୱାଲ

    Share on :
    ajab-Image
    Date: Feb 2, 2021    Views: 4860

    ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି।ତେବେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏହି ବଜେଟକୁ ସମାଲୋଚନା କରିଛନ୍ତି  ।

    କେନ୍ଦ୍ର ସରକାରଙ୍କ ବଜେଟ୍ କେତେକ ବଡବଡ କମ୍ପାନୀଙ୍କୁ ଫାଇଦା ଦେବ। ଏହା ଦ୍ବାରା ସାଧାରଣ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜରିୱାଲ କହିଛନ୍ତି। ସେ କହିଛନ୍ତି ଯେ ଏହି ବଜେଟ୍ ଦ୍ବାରା ମୁଦ୍ରାସ୍ଫୀତି ବୃଦ୍ଧି ପାଇବ।

    ସେହିପରି ଆପ୍‌ର ଅନ୍ୟତମ ନେତା ସଞ୍ଜୟ ସିଂହ କହିଛନ୍ତି ଯେ ସରକାର ୪ଜଣ ଶିଳ୍ପପତିଙ୍କ ଲାଗି ଏହି ବଜେଟ୍ ପ୍ରସ୍ତୁତ କରିଛନ୍ତି। ଆଇଡିବିଆଇ, ବିପିସିଏଲ୍, ସିପିଙ୍ଗ କର୍ପୋରେସନ, ନୀଳାଚଳ ଇସ୍ପାତ ନିଗମର ଅଂଶଧନ ବିକ୍ରି କରିବାକୁ ଯୋଜନା କରିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook