Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟେନିସ ମ୍ୟାଚ ଦେଖିବାକୁ ୧୦ କୋଟି

    Share on :
    ajab-Image
    Date: Feb 14, 2020    Views: 5290

    ନୂଆଦିଲ୍ଲୀ: ପି. ଚିଦାମ୍ବରଙ୍କ ପୁଅ କାର୍ତ୍ତି ଚିଦାମ୍ବରମକୁ ବିଦେଶ ଗସ୍ତ ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ  କାର୍ତ୍ତିଙ୍କୁ ବିଦେଶଗସ୍ତ ପାଇଁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ।  ୧୦କୋଟି ଟଙ୍କା ଜମା ଦେଇ ବିଦେଶ ଯିବାକୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।  କାର୍ତ୍ତି ଟେନିସ ମ୍ୟାଚ ଦେଖିବାକୁ ବିଦେଶ ଗସ୍ତ ଅନୁମତି ମାଗିଥିଲେ ।  ଟେନିସ ମ୍ୟାଚ ଦେଖିବାକୁ ଫ୍ରାନ୍ସ ଓ ଲଣ୍ଡନ ଗସ୍ତ ପାଇଁ କାର୍ତ୍ତି ଅନୁମତି ମାଗିଥିଲେ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook