Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କାଳିଆ ଟଙ୍କା ନଫେରାଇବାକୁ ବିଜେପିର ପରାମର୍ଶ

    Share on :
    ajab-Image
    Date: Jul 26, 2020    Views: 3746

    ଭୁବନେଶ୍ୱର: ଗୋଟିଏ ପଟେ ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରାଇବାକୁ ପାଇଁ ରାଜ୍ୟ ସରକାର ଚିଠି କରିଥିବାବେଳେ ଅନ୍ୟ ପଟେ  କାଳିଆ ଟଙ୍କା ନଫେରାଇବାକୁ ବିଜେପି ପକ୍ଷରୁ ହିତାଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ।  ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ସରିବା ପରେ ରାଜ୍ୟ ସରକାରଙ୍କ ଏଭଳି ନୀତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । 

    ଏହାଛଡ଼ା  ସେ କହିଛନ୍ତି ଯେ, ‘ମୁଁ ନିବଦେନ କରୁଛି ଚାଷୀଭାଇମାନେ ଟଙ୍କା ଫେରାନ୍ତୁ ନାହିଁ ।  ସରକାର ୩ଲକ୍ଷ ୪୧ ହଜାର ଟଙ୍କା ଫେରାଇବାକୁ ଚିଠି କରିଛନ୍ତି ।  ଏ ବାବଦରେ ରାଜ୍ୟ ସରକାର ୧୭୦ କୋଟି ୫୦ ଲକ୍ଷ ଦେଇଛନ୍ତି ।  ଯିଏ ତାଲିକା ପ୍ରସ୍ତୁତ କରିଥିଲେ ସେମାନଙ୍କ ଠାରୁ ଆଦାୟ କରାଯାଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ।’ 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook