Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏଇ ଯୁବରାଜଙ୍କର ଖବର ପ୍ରସାରଣ କଲେ ମିଳିବ ଦଣ୍ଡ

    Share on :
    ajab-Image
    Date: Apr 7, 2021    Views: 4234

    ଅମ୍ମାନ: ଜୋର୍ଡାନର ଯୁବରାଜ ହମାଜଙ୍କ ସମ୍ପର୍କରେ ଖବର ପ୍ରସାରଣକୁ ନିଷିଦ୍ଧ କରାଯାଇଛି । ହମାଜଙ୍କ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଓ ଅନ୍ୟାନ୍ୟ ଗଣମାଧ୍ୟମରେ କୌଣସି ଖବର ପ୍ରସାରଣ କରାଯାଇପାରିବ ନାହିଁ ବୋଲି ଜୋର୍ଡାନ ସରକାର କହିଛନ୍ତି । ଦେଶରେ ଅସ୍ଥିରତା ସୃଷ୍ଟି କରିବା ଅଭିଯୋଗରେ ହମାଜଙ୍କୁ ସୋମବାରଠାରୁ ଗୃହବନ୍ଦୀ ଭାବେ ରଖାଯାଇଛି । ଯୁବରାଜ ହମାଜ ହେଉଛନ୍ତି ରାଜା ଅବଦୁଲ୍ଲାଙ୍କ ସାବତ ଭାଇ । ଭାଇ ଅବଦୁଲ୍ଲାଙ୍କୁ ହଟାଇବା ପାଇଁ ସେ ଷଡଯନ୍ତ୍ର କରିଥିଲେ । ଜୋର୍ଡାନ ସରକାରଙ୍କ ଏହି ନିଷ୍ପତ୍ତି ସାଉଦି ଆରବ ସରକାର ସମର୍ଥନ କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook