Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୧ରେ ଜେଇଇ ମେନ ପରୀକ୍ଷା ଫଳ

    Share on :
    ajab-Image
    Date: Sep 7, 2020    Views: 7561

    ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ (ଏପି୍ରଲ /ସେପ୍ଟେମ୍ବର ସେକ୍ସନ କୋଭିଡ-୧୯ କଟକଣା ଭିତରେ ରବିବାର ଶେଷ ହୋଇଛି । ବିଟେକ, ବିଇ, ବି.ଆର୍କ ଏବଂ ବି.ପ୍ଲନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି । ତେବେ ପରୀକ୍ଷା ଫଳ ଆସନ୍ତା ସେପ୍ଟେମ୍ବର ୧୧ରେ ଏନଟିଏ ୱେବସାଇଟରେ ପ୍ରକାଶ ପାଇବ ବୋଲି ଏନଟିଏ ପକ୍ଷରୁ ଜଣାପଡ଼ିଛି । ଚଳିତ ବର୍ଷ ଜାତୀୟ ସ୍ତରରେ ୯,୫୩,୪୭୩ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିବା ବେଳେ ରାଜ୍ୟରୁ ୩୮,୨୩୬ ଜଣ ବିଦ୍ୟାର୍ଥୀ ପଞ୍ଜୀକରଣ କରିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook