Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଓଡ଼ିଶାର ଶାସନ ବ୍ୟବସ୍ଥାକୁ ପାକିସ୍ତାନ ସହ ତୁଳନା କଲେ ଜୟନାରାୟଣ

    Share on :
    ajab-Image
    Date: Nov 19, 2020    Views: 3334

    ଭୁବନେଶ୍ୱର:  ପ୍ରଥମେ ବୈଜୟନ୍ତ । ଏବେ ଜୟନାରାୟଣ ।  ବିଜେପି ନେତା ବୈଜୟନ୍ତ ପଣ୍ଡା  ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ପରେ ତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି   ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର । ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ଜୟନାରାୟଣ ଗୁରୁବାର କଟୁ ମନ୍ତବ୍ୟ ଦେଇଛନ୍ତି ।  ସେ କହିଛନ୍ତି ଯେ, ପାକିସ୍ତାନରେ ଆର୍ମି ସବୁ କିଛି । ତେବେ ଓଡ଼ିଶାରେ ବୁ୍ୟରୋକ୍ରାଟ୍ସ ସବୁ କିଛି ।  ଯେଉଁମାନେ ସରକାରଙ୍କ ବିରୋଧରେ ଯାଉଛନ୍ତି  ସେମାନଙ୍କୁ ଅକଥନୀୟ ଅତ୍ୟାଚାର କରିବାକୁ ପଛାଉ ନାହାନ୍ତି ।  ଦିନ ଦ୍ୱିପ୍ରହରରେ ଭୁବନେଶ୍ୱରରେ ଲୁଟପାଟ ଚାଲିଛି ବୋଲି ଜୟନାରାୟଣ କହିଛନ୍ତି । 

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook