Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଆଇପିଏସ ସ୍ତରରେ ଅଦଳବଦଳ, କାହାକୁ କେଉଁ ଦାୟିତ୍ୱ ଜାଣନ୍ତୁ

    Share on :
    ajab-Image
    Date: Jul 14, 2020    Views: 4769

    ଭୁବନେଶ୍ୱର:  କରୋନା ମହାମାରୀ ସମୟରେ ମଙ୍ଗଳବାର ରାଜ୍ୟ ସରକାର  ଆଇପିଏସ ସ୍ତରରେ  ଏକ ବଡ଼ଧରଣର ଅଦଳ ବଦଳ କରିଛନ୍ତି । ଏହି ପରିପ୍ରେକ୍ଷୀରେ କାହାକୁ କେଉଁ ପଦରେ ନିଯୁକ୍ତ କରାଯାଇଛି ସେସମ୍ପର୍କରେ ଜାଣନ୍ତୁ:

    ଏମ. ଅକ୍ଷୟ- ସିଏମଡି ପିଓଏଚ ଆଣ୍ଡ ଡବ୍ଲୁ୍ୟସି
     ସତ୍ୟଜିତ ମହାନ୍ତି- ଡିଜି ଏଫସି ଆଣ୍ଡ ସିଜି, ଏଚଜି
    ଲଳିତ ଦାସ- ଏଡିଜି କମୁ୍ୟନିକେସନ
    ରାଧାକୃଷ୍ଣ ଶର୍ମା- ଗୁଇନ୍ଦା ନିଦେ୍ର୍ଧଶକ
     ସୌମେନ୍ଦ୍ର ପ୍ରିୟଦର୍ଶୀ- ଏଡିଜି କ୍ରାଇମବ୍ରାଞ୍ଚ

    ଅଖିଳେଶ୍ୱର ସିଂହ- ପୁରୀ ଏସପି

    ପ୍ରବୀଣ କୁମାର-ଆଇଜି ଆଇନ ଶୃଙ୍ଖଳା

     ଅନୁପ କୁମାର ସାହୁ- ଗୁଇନ୍ଦା ବିଭାଗ ଡିଆଇଜି
     ସାର୍ଥକ ଷଡ଼ଙ୍ଗୀ- କ୍ରାଇମବ୍ରାଞ୍ଚ ଏସପି
    ଗଜପତି ଏସପି ସାରା ଶର୍ମା- ଭିଜିଲାନ୍ସକୁ ବଦଳି
    ବିନୀତ ଅଗ୍ରୱାଲ-କନ୍ଧମାଳ ଏସପି
    ସାଗରିକା ନାଥ- ସୁନ୍ଦରଗଡ଼ ଏସପି
    ସୌମ୍ୟା ମିଶ୍ର- ଡିସିପି ଟ୍ରାଫିକ
    ରାହୁଲ ଜୈନ- ନୂଆପଡ଼ା ଏସପି

    ଏସ ସି ଜମାଦାର- ଦେବଗଡ଼ ଏସପି

    ତପନ କୁମାର ପଟ୍ଟନାୟକ-ଗଜପତି ଏସପି

     

     

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook